ଆଜିର ଅନୁଚିନ୍ତା - Utkal Odisha

ଆଜିର ଅନୁଚିନ୍ତା

images 2
Reading Time: < 1 minute

କେବେବି ନିଜର ଚରିତ୍ରକୁ ବଗିଚାର ସେହି ଘାସର ଗାଲିଚା ପରି କର ନାହିଁ.. ଯେମିତି କି କେହି ସେହି ଘାସର ଗାଲିଚାକୁ ଦଳି ଚକଟି ନଷ୍ଟ କରିଦେବେ, ଯଦି କରିବାର ଅଛି ସେହି ଆକାଶ ପରି କର ଯେମିତି କି ସେଠାରେ ପହଞ୍ଚିବାକୁ ସମସ୍ତେ ଇଚ୍ଛା ହିଁ କରିବେ ll

ସୃଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶି ହେବ, ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ଅପମାନ ll

ସଂସାର ଆବଶ୍ୟକତା ନିୟମ ଅନୁସାରେ ଚାଲିଥାଏ..ଶୀତଦିନେ ଯେଉଁ ସୂର୍ଯ୍ୟକୁ ଅପେକ୍ଷା କରାଯାଇଥାଏ, ଖରାଦିନେ ସେଇ ସୂର୍ଯ୍ୟକୁ ତିରସ୍କାର ବି କରଯାଇଥାଏ.. ଆପଣଙ୍କ ମୂଲ୍ୟ ସେତେବେଳେ ହୋଇଥାଏ, ଯେତେବେଳେ ଆପଣଙ୍କର ଆବଶ୍ୟକତା ପଡ଼ିଥାଏ ll

 

This write-up curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x