ବେଦବତୀ

Reading Time: 6 minutes Post Views: 258 ଚନ୍ଦନପୁର ଗ୍ରାମରେ ଏକ ସୁଖୀ ଦମ୍ପତି ରାମଦାସ ଓ ଲକ୍ଷ୍ମୀ ବାସ କରୁଥିଲେ । ବିବାହର ଦୀର୍ଘ ଦିନ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜାତ ହେଲା । ସେହି ଅପୂର୍ବ ସୁନ୍ଦରୀ କନ୍ୟା ସନ୍ତାନର କମନୀୟ ମୁଖଶ୍ରୀରୁ ବେଦବାଣୀ ଝରି ଆସୁଥିବା ପରି ମନେ ହେଉଥିଲା । ତେଣୁ ସେମାନେ ତା’ର ନାମ ବେଦବତୀ ରଖିଲେ । ଦିନେ ସେହି କନ୍ୟା ତା’ର ମା’ଙ୍କ ଠାରୁ ଦୁଗ୍ଧପାନ କରିବା ସମୟରେ … Continue reading ବେଦବତୀ