
🌹➡️ଇହୋଲୋକ ରେ ରାଜ୍ୟ, ଧନସମ୍ପତ୍ତି, ସୁଖ, ସ୍ବାଚ୍ଛନ୍ଦ୍ଯ, ଭୋଗ ଇତ୍ୟାଦି ମିଳୁ ଏବଂ ମୃତ୍ୟୁ ପରେ ପର ଲୋକରେ ଉଚ୍ଚାତି ଉଚ୍ଚ ଲୋକ ମିଳୁ ଓ ସେଠାକାର ସୁଖ ମିଳୁ,
ଏପରି ଉଦ୍ଦେଶ୍ଯ ରଖି ଯେଉଁମାନେ କର୍ମ କରନ୍ତି, ଅର୍ଥାତ୍ ଯେଉଁ ମାନେ ସକାମ ଭାବରେ ଯଜ୍ଞ, ଦାନ, ତୀର୍ଥ ଆଦି ଶାସ୍ତ୍ରୀୟ କର୍ମ କରନ୍ତି, ସେହି କର୍ମୀ ମାନଙ୍କ ଠାରୁ ଯୋଗୀ ଶ୍ରେଷ୍ଠ।🌹⬅️
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹