
ଭୀଷ୍ମଦେବ ପରାକ୍ରମୀ ଯୋଦ୍ଧା ଭାବେଭୂମିକା ର୍ନିବାହ କରିଥିଲେ,ଏବଂ ସେ ଉଦ୍ଦେଶ୍ୟପୂର୍ବକ ଭାବେ ପ୍ରଭୁ ଙ୍କ ଶରୀର କୁ ଭୂସି ଥିଲେ,ତେଣୁ ତାହା ସାଧାରଣ ଆଖିରେ ଏହା ଦୃଶ୍ୟମାନ ହେଉଥିଲା କି ପ୍ରଭୁ ଜଖମ ବା ଆହାତ ହୋଇଥିଲେ,କିନ୍ତୁ ପ୍ରକୃତରେ ଏହି ସବୁ ଅଭକ୍ତ ମାନଙ୍କୁ ଘାବରେଇ ପକାଇଥିଲା।
ସମସ୍ତ ଆଧ୍ୟାତ୍ମିକ ଶରୀର କେବେ ବି ଆହାତ ହୋଇପାରିବ ନାହିଁ,ଏବଂ ଜଣେ ଭକ୍ତ କେବେ ବି ଭଗବାନ ଙ୍କ ଶତ୍ରୁ ହେବେ ନାହିଁ।ଏହା ହୋଇଥିଲା କି ତେଣୁ ଭୀଷ୍ମଦେବ ଅଭିଳାଷ ରଖିନଥିଲେ ଯେ ସେହି ସମାନ ପ୍ରଭୁ ତାଙ୍କ ଜୀବନ ର ଚରମ ଗନ୍ତବ୍ୟ ସ୍ଥାନ। କଣ ଭୀଷ୍ମଦେବ ଭଗବାନ ଙ୍କ ର ଶତ୍ରୁ ହୋଇସାରିଥିଲେ, ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ନିଶ୍ଚିହ୍ନ କରିଥିଲେ ଏମିତି କି ବିନା ଗତିରେ।ଏଠାରେ କୋୖଣସି ପ୍ରୟୋଯନ ନଥିଲା କି ଭୀଷ୍ମଦେବ ଆସିବା ପୂର୍ବରୁ ରକ୍ତାତ ସହ ଆହତ ଥିଲେ।କିନ୍ତୁ ସେ ଏହା କରିଥିଲେ କାରଣ ଯୋଦ୍ଧା ଭକ୍ତ ଇଚ୍ଛା କରିଥିଲେ ପ୍ରଭୁ ଙ୍କ ର ଅନୁଭୂତି ସୀମା ବାହାର ର ଏହି ସୁନ୍ଦର ରୂପ କୁ ଦର୍ଶନ କରିବେ ବୋଲି।
ଯାହା କି ଆହତ ର ସହ ସଜ୍ଜିତ ହୋଇଥିଲା ଏକ ବିଶୁଦ୍ଧ ଭକ୍ତ ଦ୍ଵାରା ।ଅନୁଭୂତି ସୀମା ବାହାର ର ରାସ ବିନିମୟ ର ଏକ ମାଧ୍ୟମ , ଏବଂ ପ୍ରଭୁ ଓ ସେବକ ଙ୍କ ମଧ୍ୟରେ ଥିବା ସମ୍ପକ।ଏହି ପ୍ରକାର ଭାବ ବିନିମୟ ଦ୍ବାରା ଉଭୟ ଭଗବାନ ଓ ଭକ୍ତ ଙ୍କର ପାରସ୍ପରିକ ସ୍ଥିତି ର ଗୁଣ କିତ୍ତନ ବା ଗୁଣ ଗାନ ହେବ।
(SB.1.9.38)
☘️🌸🙏ଜୟ ଜଗନ୍ନାଥ🙏🌸☘️