
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️କୌଣସି ଭଲ ଲୋକ ସହିତ ଧୋର୍ଯ୍ଯଠୁ ଅଧିକ ଖରାପ ବ୍ୟବହାର କରନ୍ତୁ ନାହିଁ କାହିଁକି ନା ସବୁଠୁ ସୁନ୍ଦର କାଚ ଭାଙ୍ଗି ଗଲେ ହତିଆରରେ ପରିଣତ ହୋଇଯାଏ ।
➡️ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢିଥାଏ,ନାରୀଟିଏ ବୁଦ୍ଧିମାନ ଥିଲେ ଘରର ସୁଖ ଶାନ୍ତି ବଜାୟ ରୁହେ ,ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ସମ୍ମାନ ମିଳିଥାଏ କିନ୍ତୁ ବୃଦ୍ଧ ପିତା ମାତା ସାଥିରେ ଥିଲେ ଘର ସ୍ବର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ ।
➡️ସ୍ବାର୍ଥରେ ଆଘାତ ଲାଗିଲେ ଏ ଦୁନିଆରେ ଲୋକେ ବିଶ୍ବାସ ଆଉ ସମ୍ପର୍କ ଭାଙ୍ଗିବାକୁ ସମୟ ନିଅନ୍ତି ନାହିଁ ।
➡️ସମୟ ଉପରେ ଭରଷା କରନି କାହିଁକି ନା ତୁମେ ଆଜି ଯାହାକୁ ଭଲ ଲୋକ ବୋଲି କହୁଛ–ସେ କେତେ ବେଳେ ଯେ ମତଲବି ବନିଯିବ ଜଣା ପଡିବନି।
➡️ରାଗ,ରୁଷା,ଗର୍ବ,ଅହଙ୍କାର ଭୁଲି ହୃଦୟରେ ଜାଗା ଦେବା ଶିଖନ୍ତୁ……..କିଏ ଜାଣେ କେତେ ବେଳେ ଏ ହୃଦୟର ସ୍ପନ୍ଦନ ବନ୍ଦ ହୋଇଯିବ।
➡️Adjustment ସେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ଜୀବନରେ , Understanding ହିଁ ସବୁଠାରୁ ବେଶୀ ଗୁରୁତ୍ବପୂର୍ଣ୍ଣ ……..
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻