
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️ଯେବେ ନିଜର ସ୍ବାର୍ଥ କଥା ଆସିଥାଏ ମଣିଷ ଓଠରେ ମିଠା କଥା ରଖିଥାଏ ଯେବେ ସ୍ବାର୍ଥ ପୂରଣ ହୋଇଯାଏ ତାର କଥାବାର୍ତ୍ତା ଓ ବ୍ୟବହାର ଦୁଇଟି ଯାକ ବଦଳି ଯାଏ ।
➡️କାହାକୁ କନ୍ଦେଇବା ଆଗରୁ ସବୁବେଳେ ମନେ ରଖ “ଆଖିର ଲୁହ ଅଭିଶାପ ଦିଏ”।
➡️ପାଦରେ ଆଘାତ ଲାଗିଲେ ମଣିଷ ସଠିକ୍ ଭାବେ ଚାଲିବା ଶିଖିଥାଏ,କିନ୍ତୁ ଯେବେ ହୃଦୟରେ ଆଘାତ ଲାଗେ ମଣିଷ ଦୁନିଆରେ ମଣିଷ ଚିହ୍ନିବା ସହ ବଞ୍ଚିବା ବି ଶିଖିଯାଏ ।
➡️ଅତ୍ୟଧିକ କୌଣସି କିଛି ବି ଭଲ ନୁହେଁ,”ଅତି “ଶବ୍ଦଟା ହିଁ ଖରାପ ।
➡️ପାରୁଛ ଯଦି କାହାକୁ ସତ କହି ଧୋକା ଦିଅ,କିନ୍ତୁ ମିଛ କହି କାହାକୁ ଆଶା ଦିଅନା ବା ବିଶ୍ବାସ ଭାଙ୍ଗ ନା ।
➡️ସମୟ ମୁତାବକ ନିଜକୁ Update କରନ୍ତୁ,ନହେଲେ ଏଇ ଦୁନିଆ Use. କରି .Hang କରିଦେବ !
🙏🏻 ଜୟ ଜଗନ୍ନାଥ🙏🏻