
🌹➡️ଭଗବାନ କେବଳ ପ୍ରାଣୀ ମାନଙ୍କ ଠାରେ ସ୍ଥିତ ନୁହଁନ୍ତି, ବରଂ ସଂସାରର ପ୍ରତିଟି ଅଣୁ ପରମାଣୁରେ ପରି ପୂର୍ଣ୍ଣ ରୂପେ ସ୍ଥିତ ଅଟନ୍ତି, ଯେପରି ସ୍ବର୍ଣ୍ଣ ଅଳଙ୍କାର ସୁନାର ତିଆରି ହୁଏ,
ସୁନାର ହିଁ ସ୍ଥିତ ରହେ ଓ ସୁନାର ହିଁ ବିଲୀନ ହୋଇ ଯାଏ, କେବଳ ଲୋକ ମାନଙ୍କ ଦୃଷ୍ଟିରେ ଅଳଙ୍କାର ଗୁଡିକର ଭିନ୍ନ ସତ୍ତା ପ୍ରତୀତ ହେଉଥିବାରୁ ସେମାନଙ୍କୁ ବୁଝାଇବା ପାଇଁ ଆଭୁଷଣରେ କେବଳ ସୁନା ଅଛି ବୋଲି କୁହାଯାଏ, ସେହିପରି ହିଁ ଥାଆନ୍ତି,
ମାତ୍ର ଲୋକ ମାନଙ୍କ ଦୃଷ୍ଟିରେ ପ୍ରାଣୀ ଓ ପଦାର୍ଥର ଭିନ୍ନ ସତ୍ତା ପ୍ରତୀତ ହେଉଥିବାରୁ ସେମାନଙ୍କୁ ବୁଝାଇବା ପାଇଁ କୁହାଯାଏ, ଯେ ସବୁ ପ୍ରାଣୀଙ୍କ ଠାରେ ଏକ ପରମାତ୍ମା ହିଁ ଅଛନ୍ତି, ଆଉ କେହି ନାହାଁନ୍ତି।⬅️🌹
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹