
🍁🍁🍁🍁🍁🍁🍁🍁🍁🍁
➡️ପ୍ରତିଦିନ ସକାଳେ ଦୁଇଟି ଲିମ୍ବପତ୍ର ସେବନ କଲେ ଅନେକ ଉପକାର ମିଳିଥାଏ ।
➡️ଖାଇବା ବେଳେ ଗାଲରେ,ମୁଣ୍ଡରେ କିମ୍ବା ଗୋଡରେ ହାତ ରଖି ଖାଆନ୍ତୁ ନାହିଁ ।ଏପରି କଲେ ବହୁତ କ୍ଷତି ହୋଇଥାଏ ।
➡️ଦୀପର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଲେ ଶୁଭ ହୋଇଥାଏ ।ଦକ୍ଷିଣ କିମ୍ବା ପଶ୍ଚିମକୁ ରହିଲେ ଅଶୁଭ ହୋଇଥାଏ ।
➡️ଯୌବନକୁ ଅଧିକ ଦିନ ରଖିବା ପାଇଁ ଗାଜର ଖାଆନ୍ତୁ ,ସବୁ ପ୍ରକାର କୋଳି ଖାଆନ୍ତୁ ଓ ହଳଦୀ ପାଣି ପିଅନ୍ତୁ ।
➡️ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଁରୁମ୍ ରେ ସଜାଇ ରଖନ୍ତୁ ।
➡️ପାଟିରୁ ବାହାରୁଥିବା ବର୍ଜ୍ଯବସ୍ତୁକୁ ଘର ଭିତରେ ଏଣେ ତେଣେ ନ ପକାଇ ବାହାରେ କିମ୍ବା ଡଷ୍ଟବିନ୍ ରେ ପକାଇଲେ ଯଶ ଓ ସମ୍ମାନ ରହିଥାଏ ।
➡️ଯେତେବେଳେ ନିଜ ମନରେ ଅଧିକ କ୍ରୋଧ ଆସିବ ସେତେବେଳେ ୧ ରୁ ୨୦ ପର୍ଯ୍ୟନ୍ତ ସଂଖ୍ୟାକୁ ମନେ ମନେ ଗଣନ୍ତୁ କିମ୍ବା ନିଜ ମୁହଁକୁ ଆଇନରେ ଦେଖନ୍ତୁ ଏବଂ ମୁଣ୍ଡକୁ ପାନିଆରେ ବାରମ୍ବାର କୁଣ୍ଡାନ୍ତୁ ।
➡️ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ଵାରା ମୁଣ୍ଡ ବିନ୍ଧା ରୋଗ ଭଲ ହୋଇଥାଏ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻