
➡️ ବିନା ମନ୍ତ୍ରୀ ଏବଂ ରାଜ ପାରିଷଦରେ ରାଜା ଶୋଭାପାଏ ନାହିଁ ।
➡️ ସଦ୍ ଜନ କେବଳ ନିଜର ବିଦ୍ୟା ଓ ଜ୍ଞାନ ବଳରେ ବିଦ୍ବାନ ବୋଲି ଖ୍ୟାତ ହୋଇପାରେ ।
➡️ ରାଜା ନିଜର ସୈନିକ ଶକ୍ତି ବଳରେ ବାହାଦୁରୀ ଦେଖାଇପାରେ ।
➡️ ପ୍ରତ୍ୟେକ ବେଶ୍ୟା ଗରିବ ଗରାଖକୁ ଚାହେଁ ନାହିଁ । ସେ କେବଳ ଧନର ଆଦର କରିଥାଏ । ଧନକୁ ପ୍ରେମ କରିଥାଏ ।
➡️ ଯେଉଁ ରାଜା ଶକ୍ତିଶାଳୀ ନୁହେଁ, ବୀର ନୁହେଁ, ଯିଏ ପ୍ରଜାଙ୍କ ହାନିଲାଭ ବୁଝିପାରେ ନାହିଁ ସେ ଜନପ୍ରିୟତା ହାସଲ କରିପାରେ ନାହିଁ ।
➡️ ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ? ଯାହାର ଏତେ ଟିକେବି କ୍ଷୂଣ ନାହିଁ? ଏପରି କିଏ ଅଛି ଯାହାର କିଛିବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ ।
➡️ ଦିନରାତି, ସତ୍ୟ ମିଥ୍ୟା, ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରିଚାଲିଛନ୍ତି । ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ ।
➡️ ସେବା କରିବା ଅବସରରେ ସେବକର ଆନୁଗତ୍ୟ ଜଣାପଡିଥାଏ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️