
ଆକାଶରେ ଚକା ଜହ୍ନ
ବଉଳ ପିନ୍ଧିଛି ପାଟ………
ଖିଲି ଖିଲି ତାର ଓଠେ ହସ
ଗଜରା ନାଇଛି କେଶ………..
ଅଳତାରେ ପାଦ ସଜ
ମେହେନ୍ଦିରେ ହାତ ରଙ୍ଗ……..
ଏମିତି ସଜେଇ ହେଇଛି
ନବ ବଧୂ ବେଶ ସାଜିଛି………
ରୂପସୀ ଏମିତି ଦିଶୁଛି
ଚକା ଜହ୍ନ ଆଖି ମାରୁଛି……….
ଚାନ୍ଦକୁ ଲାଜେଇ ଚାଁହୁଛି
କୁମାର ପୂର୍ଣ୍ଣିମା ଅବସରରେ ଅଗ୍ରୀମ ଶୁଭେଚ୍ଛା କୁମାରୀ ମାନଙ୍କୁ…