🦋🔆🌸କୁମାର ପୂର୍ଣ୍ଣିମା🌸🔆🦋

Kumarpurnima
Reading Time: < 1 minute

ଆକାଶରେ ଚକା ଜହ୍ନ
ବଉଳ ପିନ୍ଧିଛି ପାଟ………

ଖିଲି ଖିଲି ତାର ଓଠେ ହସ
ଗଜରା ନାଇଛି କେଶ………..

ଅଳତାରେ ପାଦ ସଜ
ମେହେନ୍ଦିରେ ହାତ ରଙ୍ଗ……..

ଏମିତି ସଜେଇ ହେଇଛି
ନବ ବଧୂ ବେଶ ସାଜିଛି………

ରୂପସୀ ଏମିତି ଦିଶୁଛି
ଚକା ଜହ୍ନ ଆଖି ମାରୁଛି……….

ଚାନ୍ଦକୁ ଲାଜେଇ ଚାଁହୁଛି

କୁମାର ପୂର୍ଣ୍ଣିମା ଅବସରରେ ଅଗ୍ରୀମ ଶୁଭେଚ୍ଛା କୁମାରୀ ମାନଙ୍କୁ…

 

ଆଜିର ଅନୁଚିନ୍ତା: ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.