
➡️ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ… ଯିଏ ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ।
➡️କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ। ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ।
➡️ଜୀବନରେ କେବେ କାହାକୁ କଷ୍ଟ ଦେବ ନାହିଁ। କାରଣ ସେ ତ ତୁମକୁ କ୍ଷମା କରିଦେବ କିନ୍ତୁ ଭୁଲି ପାରିବ ନାହିଁ।
➡️ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା ହୃଦୟ।
➡️କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ।
➡️ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।
➡️ଜୀବନରେ କେବେ ଏମିତି କିଛି ଭୁଲ କରନା……. ଯେଉଁଥି ପାଇଁ ନିଜ ମା ବାପା ମାନଙ୍କୁ ଅନ୍ୟ କାହା ଆଗରେ ମୁଣ୍ଡ ନୁଆଁଇବାକୁ ପଡିବ…
🌼🌸🙏ଜୟ ଶ୍ରୀକୃଷ୍ଣ🙏🌸🌼