
➡️ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି ଯଦି ” ମାଆ ” ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ ।
➡️ସମ୍ପର୍କ ତ ପ୍ରାୟ ସମସ୍ତେ ଗଢନ୍ତି କିନ୍ତୁ ଶେଷ ଯାଏଁ ସେହିମାନଙ୍କ ସମ୍ପର୍କ ମଜବୁତ୍ ରହିଥାଏ;ଯେଉଁ ମାନଙ୍କ ଭିତରେ ବିଶ୍ବାସ ଦୃଢ ଥାଏ ।
➡️ଖରାପ ସମୟ ଏତେ ବି ଖରାପ ନୁହେଁ କାରଣ ଖରାପ ସମୟ ହିଁ ଆମକୁ କିଛି ଭଲ ମଣିଷ ସହ ପରିଚୟ କରାଏ ।
➡️ସମୟ ସହ ଯଦି କୌଣସି ସମ୍ପର୍କ ବଦଳି ଯାଏ,ବୁଝିନେବେ ସେ ସମ୍ପର୍କ ସମ୍ପର୍କ ନ ଥିଲା “ପ୍ରୟୋଜନ ଥିଲା” ।
➡️ଅପେକ୍ଷାର ଫଳ ନିଶ୍ଚିତ ରୂପେ ମିଠା ହୋଇଥାଏ କିନ୍ତୁ ଧୋର୍ଯ୍ଯ ଧରି ରହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ,,,ସେଥିପାଇଁ କିଛି ଲୋକଙ୍କର ଖୁସି ଆଖି ପାଆନ୍ତାରୁ ହିଁ ଦୂରେଇ ଯାଏ,,,,।
➡️ଏହି ତିନୋଟି ଜିନିଷକୁ ନେଇ ଗର୍ବ କରିବା ଭୂଲ୍ ହୋଇଥାଏ
୧-ଧନ
୨ – ଜୀବନ
୩ – ଯୌବନ
କାରଣ ଏହା ଚିରସ୍ଥାୟୀ ହୋଇ ନ ଥାଏ ।
➡️ଲୋକେ କୁହନ୍ତି ସମୟ ଆଗେ ସଭିଏଁ ହାର୍ ମାନନ୍ତି ବୋଲି,,ହେଲେ ମୋତେ ଲାଗେ କି ସମୟ ସହିତ ଆମେ Competition କରିଚାଲିବା ଦରକାର କାରଣ ଜୀବନରେ ସମୟ ହିଁ ସବୁଠୁ ଜରୁରୀ ହୋଇଥାଏ ତାକୁ ଅଣଦେଖା କଲେ ଜୀବନରେ ସବୁ କିଛି ସରି ଯାଇଥାଏ —।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻