
➡️ଜୀବନକୁ ବହୁତ ଲୋକ ଆସିଥାନ୍ତି, କିଛି ଲୋକ ସମୟ ସହ ପରିବର୍ତ୍ତନ ହୋଇ ଯାଇଥାନ୍ତି ଆଉ କିଛି ଲୋକ ଆମକୁ ପରିବର୍ତ୍ତନ କରିଦେଇଥାନ୍ତି ।
➡️ଦୁଷ୍ଟ ଲୋକମାନଙ୍କର ମିଠା ମିଠା କଥା ଦିନେ ନା ଦିନେ ଆମକୁ ଅସୁସ୍ଥ କରିଦେଇଥାଏ କିନ୍ତୁ ଭଲ ଲୋକମାନଙ୍କର କୋଠର କଥାରେ ଭଲପାଇବା ଲୁଚି ରହିଥାଏ ।
➡️ପାଟିରେ ଖାଲି ନିଜର ନିଜର ଏମିତି ତ ସମସ୍ତେ କହନ୍ତି, କିଏ ପ୍ରକୃତରେ ଆପଣାର ତାହା ତ କେବଳ ସମୟ ହିଁ କହିଦିଏ ।
➡️ଯୋଡିବା ହୁଏତ ସମ୍ଭବ ହୋଇନପାରେ କିନ୍ତୁ ପାରସ୍ପରିକ ବୁଝାମଣା ଦ୍ଵାରା ସମ୍ପର୍କରେ ଟିକିଏ ସ୍ଥିରତା ନିଶ୍ଚିତ ଭାବରେ ଆସିବ ।
➡️ଝିଅ ଟିଏ କେବେ ଘରର ବୋଝ ହୋଇନଥାଏ ।ବରଂ ଘରର ବୋଝକୁ ଉଠେଇଥାଏ — କେବେ ସ୍ତ୍ରୀ ହୋଇ ତ ଆଉ କେବେ ମାଆ ହୋଇ ।
➡️ଅନ୍ୟର Againstରେ ଯଦି କେହି ଆପଣଙ୍କୁ କହୁଛି, ତା’ହେଲେ ମନେ ରଖନ୍ତୁ – ଆପଣଙ୍କ Againstରେ ସେ ଅନ୍ୟକୁ କହିବାକୁ ପଛେଇବ ନାହିଁ ।.
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻