Puri Rath Yatra chariots’ construction to begin amid lockdown

Rath Yatra 2020 – Puri update

Puri UO
Reading Time: < 1 minute

ପୁରୀ ଅଫିସ, ୯।୫: ରଥ ନିର୍ମାଣ କାର୍ଯ୍ୟକୁ କିପରି ତ୍ୱରାନ୍ବିତ କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ରଥ ନିର୍ମାଣକାରୀଙ୍କ ବ୍ୟତୀତ ରଥଖଳାକୁ ଯେପରି ଅନ୍ୟମାନେ ପ୍ରବେଶ କରି ନ ପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରଥଖଳାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାରିକେଡରେ ଆବଦ୍ଧ କରାଯାଇଛି। ସେହିପରି ଧଳା କପଡ଼ା ମଧ୍ୟ ଆଚ୍ଛାଦିତ କରାଯାଇଛି, ଯେପରି ବଡ଼ଦାଣ୍ଡରେ ଯାଉଥିଲେ ବି ରଥଖଳା ଭିତରେ ହେଉଥିବା କାମ ଦେଖାଯିବ ନାହିଁ। ଅନ୍ୟପକ୍ଷରେ ଶ୍ୟାମକୁଞ୍ଜ ମଠ ଗଳିରୁ ରାଧାବଲ୍ଲଭ ମଠ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ କରାଯାଇଛି। ଏହି ଅଞ୍ଚଳ ମଧ୍ୟରେ ବଡ଼ଦାଣ୍ଡକୁ ସଂଯୋଗ ଥିବା ଗଳି ରାସ୍ତା ପ୍ରବେଶ ପଥକୁ ମଧ୍ୟ ବନ୍ଦ କରିଦିଆଯିବ ବୋଲି ଜଣାପଡ଼ିଛି।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x