ନୂଆ ଏନ୍‌ଏସି ପାଇଁ ପ୍ରସ୍ତାବ…

Proposal for New NAC in Odisha
Reading Time: < 1 minute

ରାଜ୍ୟରେ ୨୭ ନୂତନ ଏନ୍‌ଏସି ଗଠନ ପାଇଁ ପ୍ରସ୍ତାବ ରହିଛି।

ଏହାମଧ୍ୟରେ ପୁରୀର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ଖୋର୍ଦ୍ଧା ଜିଲାର ବୋଲଗଡ଼, ମୟୂରଭଞ୍ଜର ବେତନଟୀ, ଢେଙ୍କାନାଳର ପରଜଙ୍ଗ, ଭୋଗରାଇ, ସାଲେପୁର, ବଡ଼ମ୍ବା ଓ ନରସିଂହପୁର, ବିଞ୍ଝାରପୁର, ଧର୍ମଶାଳା ଓ ଚଣ୍ଡିଖୋଲ, ଗଞ୍ଜାମର କୁକୁଡ଼ାଖଣ୍ଡି, ଧାମରା, ସୁବର୍ଣ୍ଣପୁରର ବୀରମହାରାଜପୁର, ସୁନ୍ଦରଗଡ଼ର ବଣେଇ, ଲୋଇସିଙ୍ଗା, ବେଲପଡ଼ା ଓ ବଙ୍ଗମୁଣ୍ଡା, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ଅନୁଗୋଳର ପାଲଲହଡ଼ା ଓ ଛେଣ୍ଡିପଦା, ବୌଦ୍ଧର କଣ୍ଟାମାଳ, ନୂଆପଡ଼ାର ସିନାପାଲି, ବରଗଡ଼ର ଭଟ୍‌ଲି ଏବଂ ନୟାଗଡ଼ ଜିଲାର ଶରଣକୁଳ ରହିଛି।

ବିଧାନସଭାରେ ବିଜେଡ଼ି ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

 

ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x