
ଆପଣଙ୍କ ପାଖକୁ କରୋନା ଟିକା ଦିଆଯିବା ବିଷୟରେ ଫୋନ୍ କଲ୍ କିମ୍ବା ମେସେଜ ଆସିପାରେ,ଟିକା ପାଇଁ ଆପଣଙ୍କୁ ରେଜିଷ୍ଟ୍ରେସନ କରିବାକୁ ଆପଣଙ୍କର ଫୋନ୍ ନଂ ଓ ଆଧାର ନଂ ମାଗି ପାରନ୍ତି,
ତତ୍ ସଙ୍ଗେ ରେଜିଷ୍ଟ୍ରେସନ ପାଇଁ OTP ନଂ ମାଗି ପାରନ୍ତି, ଯଦି ଆପଣ ଏସବୁକୁ ପ୍ରଦାନ କରନ୍ତି, ତେବେ ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇ ଯାଇ ପାରେ,
ତେଣୁ ଏପରି ଫୋନ୍ କୁ ପ୍ରତ୍ୟାଖ୍ୟାନ କରନ୍ତୁ, ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଧନ୍ୟବାଦ…