Migrant workers truck accident near Maharashtra-Nasik highway

ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଟ୍ରକ୍‌ଟି ଓଲଟି ପଡ଼ିବାରୁ ଅନ୍ୟୂନ ୫ ଆହତ!

Bus
Reading Time: < 1 minute

ବର୍ତମାନ ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଅଭିମୁଖେ ଆସୁଥିବା ଗୋଟାଏ ଟ୍ରକ୍‌ଟି ମହାରାଷ୍ଟ୍ରର ନାଶିକ ଜିଲ୍ଲାର ଘୋତି-ସିନ୍ନାର ରାଜପଥରେ ଓଲଟି ପଡ଼ିବାରୁ ଅନ୍ୟୂନ ୫ ଜଣ ଶ୍ରମିକ ସାଙ୍ଘାତିକ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟର ୫୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି ଟ୍ରକ୍‌ଟି ଓଡ଼ିଶା ଆସୁଥିଲା। ସେଥିରୁ ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ଜିଲ୍ଲାର ୧୫ ଜଣ ଶ୍ରମିକ ଥିବାବ‌ଳେ ବାକି ଶ୍ରମିକ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର। ଡ୍ରାଇଭର ଫେରାର ଓ ଜଣଙ୍କ ଠାରୁ 4000 ଲେଖାଏଁ ନେଇଥିଲା

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x