ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା

WhatsApp Image 2020 10 16 at 5.35.04 PM
Reading Time: < 1 minute

ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା, ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ୍ୟୁ

ମାଲକାନଗିରି ଜିଲ୍ଲାର କଚେଲି ଗାଁରେ ଅଭାବନିୟ ଘଟଣା ଘଟିଛି।

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମା’ ଓ ଝିଅକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ଘଟଣା ସ୍ଥଳରେ ଡାକ୍ତରୀ ଟିମ ପହଞ୍ଚି ପରିବାର ର ଅନ୍ୟ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲିଠାରୁ ଏମାନଙ୍କ ଦେହ ଖରାପ ଥିବାବେଳେ ସେମାନଙ୍କୁ ଡାକ୍ତରଙ୍କ ପାଖକୁ ନିଆ ନ ଯାଇ ଗୁଣିଆ ପାଖକୁ ଯାଇଥିଲେ।

ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ପରବର୍ତ୍ତି ସମୟରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ୩ ଭାଇଭଉଣୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କୁ ଖବର ଦିଆଯାଇଛି ବୋଲି ସୂଚନା ମିଳିଛି।

 

‘ମୋ ସାଇକେଲ୍‌’ର ଦାମ୍‌ କେତେ ଜାଣିଛନ୍ତି?

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.