କୋରାପୁଟ – ମାଲକାନଗିରି ସୀମାରୁ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

Koraput Odisha News
Reading Time: < 1 minute

ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି।

କୋରାପୁଟ – ମାଲକାନଗିରି ସୀମାରୁ ବିଏସଏଫ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି।

ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି ବୋଲି ଜଣାପଡ଼ିଛି। ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଏହି ସମସ୍ତ ଆପତ୍ତିଜନକ ସାମଗ୍ରୀକୁ ଲୁଚାଇ ରଖାଯାଇଥିଲା। ବର୍ତ୍ତମାନ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ। ମାତ୍ର ତଦନ୍ତ ଜାରି ରଖିଛି।

 

ମାଲକାନଗିରି ଜିଲ୍ଲାର କଚେଲି ଗାଁ ରେ ଅଭାବନିୟ ଘଟଣା

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.