
୧-ଖୁବ ଶୀଘ୍ର ଓଡ଼ିଶାରେ ମିଳିବ କରୋନା ଟିକା ! ଡାଟାବେସ୍ ତିଆରି କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପତ୍ର, ୨୯ ତାରିଖ ଭିତରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ।
୨-ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଆୟୋଗ । କୋଭିଡ୍ କିମ୍ବା ହିଂସାରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷର ଅନୁକମ୍ପା ରାଶି।
୩-୩୧ ପରେ ପୁଣି ଲଘୁଚାପ ବର୍ଷା ସମ୍ଭାବନା,୪ଦିନ ଭିତରେ ବିଦାୟ ନେବ ମୈ।ସୁମୀ।
୪-ଦେଶବାସୀଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।
୫-ଏବେ ମେଡ଼ିକାଲ- ଇଞ୍ଜିନିୟରିଂ ପାଠପଢ଼ା ଓଡିଆ ଭାଷାରେ, ନୂଆ ଶିକ୍ଷାନୀତିରେ ଚାଲିଛି ଖସଡ଼ା ପ୍ରସ୍ତୁତ
୬-ଖୁବ୍ ଶୀଘ୍ର କରୋନା ଟୀକା: ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡ଼ି ଓ ବୟସ୍କ ଆଗେ ଟୀକା ପାଇବେ।
୭-ଦେଶରେ ବିକଶିତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଅନୁମତି।
୮-ନୂଆ ଦିଲ୍ଲୀ: ନୂଆ ନିୟମ: ପାନୀୟ ଜଳ ନଷ୍ଟ କଲେ ୧ ଲକ୍ଷ ଟଙ୍କା ଜୋରିମାନା; ୫ ବର୍ଷ ପର୍ଯ୍ୟନ୍ତ ଜେଲ।
୯-ପିଆଜ ମୂଲ୍ୟ ହ୍ରାସ ଏବଂ ଏହାର ଉପଲବ୍ଧତା ବଢାଇବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ, ବଫର ଷ୍ଟକରୁ ବଜାରକୁ ପିଆଜ ଛାଡିବ ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ।
୧୦-ଫୋବର୍ସ ୱାଲର୍ଡ ସର୍ବୋତ୍ତମ ନିଯୁକ୍ତିଦାତା-୨୦୨୦ ସୂଚୀ ପ୍ରକାଶିତ, ଭାରତୀୟ ସାର୍ବଜନୀକ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ‘ଏନ୍ଟିପିସି’
୧୧-ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ କପିଳଦେବଙ୍କୁ ହୃଦଘାତ, ହସ୍ପିଟାଲରେ ଚିକିତ୍ସିତ, ସ୍ୱାସ୍ଥ୍ୟବସ୍ଥା ସ୍ଥିର।
୧୨-ରିପବ୍ଲିକ୍ ଟିଭିର ୧୦୦୦ ଜଣ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ
ଆଜି ମହାଷ୍ଟମୀ, ପୀଠେ ମହାନବମୀ