ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା…

Odia News on Utkal Odisha
Reading Time: < 1 minute

ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର କିଛି ସାମ୍ବାଦିକ ନିଜକୁ ବହୁତ ମହାନ୍ ଭାବୁଛନ୍ତି ସତେ ଯେମିତି ସେମାନେ ହିଁ ସର୍ବେ ସର୍ବା ।

ଆମର ବି ସମୟ ଆସିବ ଉଚିତ ଜବାବ ମିଳିବ । ଅପେକ୍ଷା ସେ ସମୟକୁ । ପ୍ରସାଦ ବାହିନୀପତି । ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବିଧାନସଭାରେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ସେ ଆଜି ଧମକ ଦେଇଛନ୍ତି!!

 

ଅନଲାଇନ ପାଠପଢ଼ାର ବିକଳ ଚିତ୍ର: ରାତି ପାହିଲେ ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.