Berhampur...

Berhampur…

Panchayati Raj 990x597 1
Reading Time: < 1 minute

ଜାତୀୟ ସ୍ତରରେ ପୁଣି ଥରେ ବାଜି ମାରିଲା ଗଞାମ ଜିଲ୍ଲା ।

ଜାତୀୟ ସ୍ତରୀୟ ପଞ୍ଚାୟତ ପୁରସ୍କାର ରେ ଗଞାମ ଜିଲ୍ଲା ତିନୋଟି ବିଭାଗରେ ଉଲ୍ଲେଖନୀୟ ସଫଳତା।

Gram panchayata Developement plan ରେ ଗଞାମ ବ୍ଳକ୍ ର କାଇଁଚପୁର ଗ୍ରାମପଞ୍ଚାୟତ ସଫଳତା ପାଇଥିବା ବେଳେ Child Friendly Gram Panchayata ଭାବେ ବେଲଗୁଣ୍ଠା ବ୍ରକ୍ ର ବଡବୋରସିଙ୍ଗି ପଞ୍ଚାୟତ ଏବଂ Nanaji Deshmukh Rastriya Gourav Gram Sabha ପୁରସ୍କାର ପାଇଁ ସାନଖେମୁଣ୍ଡି ବ୍ଳକ୍ ର ପୋଡାମାରୀ ଗ୍ରାମ ପଞ୍ଚାୟତ ଯୋଗ୍ଯ ବିବେଚିତ ହୋଇଛନ୍ତି ।

2018 – 19 ବର୍ଷ ପଞ୍ଚାୟତ ପୁରସ୍କାର ରେ ଗଞାମ ଜିଲ୍ଲା ର ଉଲ୍ଲେଖନୀୟ ସଫଳତା ।

ଏହି ସଫଳତାରେ ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସନ୍ତୋଷ ବ୍ଯକ୍ତ କରିଛନ୍ତି ।

ଗଞାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x