
ବାତ୍ୟା ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍ଆର୍ସି
ପ୍ରଦୀପ ଜେନା ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଅମ୍ପାନ୍
ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଅମ୍ପାନ୍ ଭୟଙ୍କର ରୂପ ନେବାର ସମ୍ଭାବନା
ପଶ୍ଚିମବଙ୍ଗ ଉପକୂଳକୁ ଯାଇପାରେ ବାତ୍ୟା
ପାରାଦୀପଠାରୁ ଦକ୍ଷିଣରେ ୧୦୬୦ କିଲୋମିଟର ଦୂରରେ ରହିଛି ବାତ୍ୟା
ଏବେ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା
ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କ
୧୭ ତାରିଖ ସନ୍ଧ୍ୟାରେ ବାତ୍ୟା ଗତି ବଦଳାଇବ ବାତ୍ୟା
୧୮ ତାରିଖରୁ ୨୦ ତାରିଖ ଯାଏଁ ଓଡ଼ିଶାରେ ହେବ ବର୍ଷା, ପବନ
୧୯ରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ
୨୦ରେ ପବନର ବେଗ ବଢ଼ିବ। ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହିବ
୨୦ ତାରିଖରେ ବତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା
ରାଜ୍ୟରେ ପ୍ରବଳ ବର୍ଷା ହେବ, ହେଲେ ବନ୍ୟା ଭୟ ନାହିଁ
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବାର ସମ୍ଭାବନା