Amphan update straight from Special Relief Commissioner

ବାତ୍ୟା ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍‌ଆର୍‌ସି

UO 4
Reading Time: < 1 minute

ବାତ୍ୟା ଅମ୍ଫାନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍‌ଆର୍‌ସି

ପ୍ରଦୀପ ଜେନା ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଅମ୍ପାନ୍‌

ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଅମ୍ପାନ୍‌ ଭୟଙ୍କର ରୂପ ନେବାର ସମ୍ଭାବନା

ପଶ୍ଚିମବଙ୍ଗ ଉପକୂଳକୁ ଯାଇପାରେ ବାତ୍ୟା

ପାରାଦୀପଠାରୁ ଦକ୍ଷିଣରେ ୧୦୬୦ କିଲୋମିଟର ଦୂରରେ ରହିଛି ବାତ୍ୟା

ଏବେ ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଛି ବାତ୍ୟା

ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୨ ଜିଲ୍ଲାକୁ ସତର୍କ

୧୭ ତାରିଖ ସନ୍ଧ୍ୟାରେ ବାତ୍ୟା ଗତି ବଦଳାଇବ ବାତ୍ୟା

୧୮ ତାରିଖରୁ ୨୦ ତାରିଖ ଯାଏଁ ଓଡ଼ିଶାରେ ହେବ ବର୍ଷା, ପବନ

୧୯ରେ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବ

୨୦ରେ ପବନର ବେଗ ବଢ଼ିବ। ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହିବ

୨୦ ତାରିଖରେ ବତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା

ରାଜ୍ୟରେ ପ୍ରବଳ ବର୍ଷା ହେବ, ହେଲେ ବନ୍ୟା ଭୟ ନାହିଁ

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବାର ସମ୍ଭାବନା

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x