କରୋନା ପାଇଁ ଚଳିତ ବର୍ଷ ହେବନି ବାଲିଯାତ୍ରା; ପାଳନ ହେବନି ବଡଓଷା

Reading Time: < 1 minute Post Views: 154 👉କଟକ : କାହିଁ କେତେ ବର୍ଷରୁ ପାଳନ ହୋଇ ଆସୁଛି ବାଲିଯାତ୍ରା। ମାତ୍ର ଚଳିତ ବର୍ଷ କରୋନା ମହମାରୀ କାରଣରୁ କଟକରେ ହେବନି ଐତିହାସିକ ବାଲିଯାତ୍ରା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି। ସହରରେ କୋଭିଡ଼ ସ୍ଥିତି ପାଇଁ ପ୍ରସିଦ୍ଧ ବାଲିଯାତ୍ରା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଭଳି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ମଧ୍ୟ ବାରଣ କରାଯାଇଛି। କୋଭିଡ କାରଣରୁ ଧବଳେଶ୍ୱରରେ ମଧ୍ୟ … Continue reading କରୋନା ପାଇଁ ଚଳିତ ବର୍ଷ ହେବନି ବାଲିଯାତ୍ରା; ପାଳନ ହେବନି ବଡଓଷା