
ଭିନ୍ନ ଭିନ୍ନ ଦେଶରେ ପତି ପତ୍ନୀ ରାତିରେ ଶୋଇବା ପୂର୍ବରୁ ପରସ୍ପରକୁ କିପରି ସମ୍ବୋଧିତ କରନ୍ତି……
ଆମେରିକା : ଗୁଡ଼୍ ନାଇଟ୍ ଡାର୍ଲିଂ
ବ୍ରିଟେନ୍ : ସ୍ବିଟ୍ ଡ୍ରିମ୍ସ୍ ଡାର୍ଲିଂ
ଜାପାନ୍ : ଗୁଡ଼୍ ନାଇଟ୍ ମାଇଁ ଲଭ୍
ଫ୍ରାନ୍ସ : ଲଭ୍ ୟୁ ହନି ! ସ୍ବିଟ୍ ଡ୍ରିମ୍ସ୍
ଆଉ….
ଭାରତ : ମେନ୍ ଗେଟ୍ ରେ ତାଲା ପକେଇଲ ?
ସିଲିଣ୍ଡର ଅଫ୍ କରିଛ ?
ଦହି ଫ୍ରିଜ୍ ରେ ରଖିଲ ?
ପାଣି ପମ୍ପ ବନ୍ଦ କଲ ?
ଅଗଣା ଲାଇଟ୍ ଅଫ୍ କରିଛ ?
ତା ହେଲେ ଶୋଇ ପଡ଼ !
😁 😂😂😂😛