
🌹➡️ଆକାଶରେ ଯେପରି ମେଘ ଉଠେ ଓ ଶାନ୍ତ ହୋଇ ଯାଏ, ସେହିପରି ମନରେ ଅନେକ ସ୍ଫୁରଣ ଆସେ ଓ ଚାଲି ଯାଏ।
ଆକାଶରେ ଯେତେ ମେଘ ଆସିଲେ ଓ ଚାଲିଗଲେ ସୁଦ୍ଧା ଆକାଶରେ କିଛି ପରିବର୍ତ୍ତନ ହୁଏ ନାହିଁ। ତାହା ଯଥାବତ୍ ରହେ, ସେହିପରି ଧ୍ୟାନ ସମୟରେ କିଛି ସ୍ମରଣ ଆସୁ ବା ନ ଆସୁ, ପରମାତ୍ମା ଯଥାବତ୍ ପରିପୂର୍ଣ୍ଣ ଅଛନ୍ତି, କିଛି ସ୍ମରଣ ନ ହେଲେ ମଧ୍ୟ ସେଥିରେ ପରମାତ୍ମା ଅଛନ୍ତି।⬅️🌹
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹