ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!

Reading Time: < 1 minute Post Views: 178 ନୂଆଦିଲ୍ଲୀ : କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଛନ୍ତି କି ସରକାର ନାଗରିକଙ୍କ ଭୋଟର ପରିଚୟ ପତ୍ରକୁ ଆଧାର ନମ୍ବର ସହିତ ଲିଙ୍କ୍‌ କରିବାକୁ ବିଚାର କରୁଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ଜନପ୍ରତିନିଧିତ୍ୱ ଆଇନରେ ସଂଶୋଧନ କରିବାକୁ ପଡ଼ିବ । ନିର୍ବାଚନ କମିଶନ ମନେ କରୁଛନ୍ତି ଯେ ଏପରି … Continue reading ଭୋଟର ଆଇଡି କାର୍ଡ ସହ ଲିଙ୍କ୍‌ ହେବ ଆଧାର!