Midday News Headlines in Odia

ଖବର …

News paper image
Reading Time: < 1 minute

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି ।

୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC

୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ

୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ ।

୫-‘ବିଗ୍‌ ବସ୍‌ ୧୪’ ବିଜେତା ହେଲେ ରୁବିନା ଦିଲେକ୍

୬-୭୯% ଗ୍ରାମୀଣ ‌ପରିବାରରେ ଗାଧୁଆ ଘର ନାହିଁ, ପାଇଖାନା ୫୦ ପ୍ରତିଶତ ଟପିନି ।

୭-ଚୋରା ଚାଲାଣ ପରେ ଚେତିଲା ନେପାଳ, ଭାରତୀୟ ଗାଡ଼ିଙ୍କୁ ୧୦୦ଲିଟରରୁ ଅଧିକ ପେଟ୍ରୋଲ,ଡିଜେଲ ମନା ।

୮-ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ ।

୯-ଆଜି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ ମୋଦିଙ୍କ ତୃତୀୟଥର ପଶ୍ଚିମବଙ୍ଗ ଗସ୍ତ

୧୦-ଏମିତି ବି ଆସେ ମୃତ୍ୟୁ: ଭାଷଣ ଦେବା ପରେ ‘ଅଲବିଦା ! ମୋ ସମୟ ଶେଷ ହେଲା’… କହି ଟଳିପଡ଼ିଲେ କୃଷକ ନେତା

୧୧-କରୋନା କଟକଣା ନମାନିଲେ ରାଜ୍ୟକୁ ଲକଡାଉନ କରାଯିବ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

୧୧-ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର ହଟାଇଲା ଫେସବୁକ୍ ।

୧୨-କରୋନା ଟୀକାକରଣର ବେଗ ବଢ଼ାଇବା ପାଇଁ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର ।

୧୩-ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା ବ୍ୟବସ୍ଥା ଦେଖିଲା ବିଜେପି ପ୍ରତିନିଧି ଦଳ ।

୧୪-ଆଜି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ ଅଧିକ ଅର୍ଥ ।

୧୫-ଆଜି ପୁଡୁଚେରୀ ସରକାରଙ୍କ ଆସ୍ଥା ଭୋଟ୍‌ : ଶାସକ ମେଣ୍ଟରୁ ଦୁଇ ବିଧାୟକଙ୍କ ଇସ୍ତଫା ।

୧୬-ଶିଳ୍ପ ପାଇଁ ଜମି ହରାଇଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଲାଗି ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦେଶ ।

୧୭-ତୈଳ ଦର ବୃଦ୍ଧି ନେଇ ମୋଦୀଙ୍କୁ ସୋନିଆଙ୍କ ଚିଠି : ଲୋକଙ୍କ ଅସୁବିଧାର ଫାଇଦା ନେଉଛନ୍ତି ସରକାର ।

୧୮-କରୋନା ପ୍ରଭାବ : ବିଳମ୍ବିତ ହେବ ଚନ୍ଦ୍ରଯାନ-୩ର ଉତ୍‌କ୍ଷେପଣ ।

 

👇ଦେଶରେ ନୂଆ ପଜିଟିଭ ୩୨,୦୮୦ ; ମୃତ ୪୦୨👇

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x