🎪🛕ଆଜିର ଅନୁଚିନ୍ତା🛕🎪ସବୁ କିଛି ସତ୍ୟ ଉପରେ ଆଧାରିତ…

Spiritual Thoughts
Reading Time: < 1 minute

🍁🍁🍁🍁🍁🍁🍁🍁🍁🍁

➡️ଚନ୍ଦ୍ର , ସୂର୍ଯ୍ୟ, ବାୟୁ , ଜନ୍ମ ଓ ମରଣ ସବୁ କିଛି ସତ୍ୟ ଉପରେ ଆଧାରିତ ।
➡️ସତ୍ ପଥ ଶ୍ରେଷ୍ଠ ପଥ । ଏ ପଥରେ ଚାଲିଲେ ପାଦରେ କଣ୍ଟା ଲାଗେ ନାହିଁ ।
➡️ସତ୍ୟ କଥନ ଶ୍ରେଷ୍ଠ ବଚନ ।
➡️ସତ୍ୟ କର୍ମ ଶ୍ରେଷ୍ଠ କର୍ମ ।
➡️ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।

➡️ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, ଜୁଆ,ମଦ ଓ ବ୍ଯଭିଚାର ବନ୍ଦ ହେବ ନାହିଁ ।

➡️ଜୀବହତ୍ଯା ଠାରୁ ବଳି ପାପ ନାହିଁ ।
ପବିତ୍ର ମନଠାରୁ ଆଉ ତୀର୍ଥ ନାହିଁ ।
ଅପଯଶ ଠାରୁ ବଳି ଆଉ ଶତ୍ରୁ ନାହିଁ ।
ଅପମାନ ଠାରୁ ବଳି ଆଉ ଲଜ୍ଜା ନାହିଁ ।

➡️ପାପଧନ ପ୍ରାୟଶ୍ଚିତରେ ଯାଏ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🙏ଜୟ ଜଗନ୍ନାଥ🙏🙏

 

🌸🙏କଳି ଯୁଗର କଟୁ ସତ୍ୟ🙏🌸

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x