
🍁🍁🍁🍁🍁🍁🍁🍁🍁🍁
➡️ଚନ୍ଦ୍ର , ସୂର୍ଯ୍ୟ, ବାୟୁ , ଜନ୍ମ ଓ ମରଣ ସବୁ କିଛି ସତ୍ୟ ଉପରେ ଆଧାରିତ ।
➡️ସତ୍ ପଥ ଶ୍ରେଷ୍ଠ ପଥ । ଏ ପଥରେ ଚାଲିଲେ ପାଦରେ କଣ୍ଟା ଲାଗେ ନାହିଁ ।
➡️ସତ୍ୟ କଥନ ଶ୍ରେଷ୍ଠ ବଚନ ।
➡️ସତ୍ୟ କର୍ମ ଶ୍ରେଷ୍ଠ କର୍ମ ।
➡️ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।
➡️ଯେ ପର୍ଯ୍ୟନ୍ତ ନିରକ୍ଷରତା ଦୂର ନ ହୋଇଛି ସେ ପର୍ଯ୍ୟନ୍ତ ଚୋରି, ଜୁଆ,ମଦ ଓ ବ୍ଯଭିଚାର ବନ୍ଦ ହେବ ନାହିଁ ।
➡️ଜୀବହତ୍ଯା ଠାରୁ ବଳି ପାପ ନାହିଁ ।
ପବିତ୍ର ମନଠାରୁ ଆଉ ତୀର୍ଥ ନାହିଁ ।
ଅପଯଶ ଠାରୁ ବଳି ଆଉ ଶତ୍ରୁ ନାହିଁ ।
ଅପମାନ ଠାରୁ ବଳି ଆଉ ଲଜ୍ଜା ନାହିଁ ।
➡️ପାପଧନ ପ୍ରାୟଶ୍ଚିତରେ ଯାଏ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🙏ଜୟ ଜଗନ୍ନାଥ🙏🙏