
୧-ବେଙ୍ଗାଲୁରୁକୁ ୬ ଓ୍ଵିକେଟ୍ରେ ମାତ୍ ଦେଇ ପ୍ଲେଅଫ୍-୨ରେ ପ୍ରବେଶ କଲା ସନରାଇଜର୍ସ ହାଇଦ୍ରାବାଦ, ରବିବାର ଦିଲ୍ଲୀ ସହ ମୁକାବିଲା ।
୨-ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।
୩-ମନ୍ଦିର ଖୋଲିବା ପାଇଁ ସେବାୟତଙ୍କ ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଲେ ବିଏମସି କମିସନର : ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ ।
୪-ଓଡ଼ିଶାରେ ତିଆରି ହେବ କୋଭିଡ୍ ଭ୍ୟାକ୍ସିନ୍, ୩ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବା ଭାରତ ବାୟୋଟେକ୍।
୫-ପାକିସ୍ତାନ ଜେଲରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଭାରତକୁ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ଗଞ୍ଜାଟୋଲିର ବିରଜୁ କୁଲୁଙ୍କୁ ଆଣିବାକୁ ଅମୃତସର ଗଲା ପ୍ରଶାସନ।
୬–ଭାରତରେ ୧୦ ବିଲିୟନ ଡଲାର ନିବେଶ କରିବ ଆମେରିକୀୟ ଗ୍ୟାସ କମ୍ପାନୀ ଏୟାର ପ୍ରଡକ୍ଟସ୍ ଆଣ୍ଡ କେମିକାଲସ ।
୭-ରାଉରକେଲାରେ ପୁଣି ଜିଏସ୍ଟି ଠକେଇ : ପାଇପ୍ ମିସ୍ତ୍ରୀଙ୍କ ନାଁରେ ୭୦କୋଟିର ଠକେଇ ଅଭିଯୋଗ ।
୮-ଆସନ୍ତା ବର୍ଷ ପଦ ଛାଡିପାରନ୍ତି ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ସ୍ବାସ୍ଥ୍ୟଗତ ସମସ୍ୟା ହୋଇପାରେ କାରଣ
୯-‘ପଠାନ’ ଫିଲ୍ମରେ ପୁଣି ଏକାଠି ନଜର ଆସିବେ ଶାହାରୁଖ ଏବଂ ସଲମାନ .।
୧୦-ନଭେମ୍ବର ୨୭କୁ ଘୁଞ୍ଚିଲା ଶୁଣାଣି ତାରିଖ, ଏବେ ଜେଲରୁ ବାହାରିବେ ନାହିଁ ଲାଲୁ ପ୍ରସାଦ ଯାଦବ ।
୧୧-ଓଡ଼ିଶାରେ ତିଆରି ହେବ କୋଭିଡ୍ ଭ୍ୟାକ୍ସିନ୍, ୩ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବା ଭାରତ ବାୟୋଟେକ୍ ।
୧୨-ବର୍ଷା-ଅନୁଭବ ବିଦାଦରେ ନୂଆ ମୋଡ଼ । ବର୍ଷାଙ୍କ ସଂଘାତିକ୍ ଅଭିଯୋଗ, କହିଲେ, ଘରୁ ବାହାର କରିବା ପାଇଁ ହେଉଛି ଷଡଯନ୍ତ୍ର .
୧୩-ଆମ ହସିବାର ସମୟ ଆସୁଛି, ତୃଣମୂଳ କଂଗ୍ରେସର ରାଜୁତି ଶେଷହେବ: ଅମିତ ଶାହା l
୧୪-ପୁନେ, କୋଲକାତା ପରେ ଦେଶରେ ତୃତୀୟ : ଏସ୍ସିବିରେ ଖୋଲିଲା ଭୂତାଣୁ ନିଦାନ ଗବେଷଣା କେନ୍ଦ୍ର .।
୧୫-ଜ୍ଞାନେନ୍ଦ୍ର ନିନ୍ଙ୍ଗୋବାମ୍ ହେଲେ ହକି ଇଣ୍ଡିଆ ସଭାପତି ।
୧୬-ଜର୍ଜିଆ ଓ ପେନସିଲଭାନିଆରେ ବିଡେନ ଅଗ୍ରଣୀ, ବଢିଲା ସୁରକ୍ଷା ବ୍ୟବସ୍ଥା ।