ଭିନ୍ନ ଭିନ୍ନ ଦେଶରେ ପତି ପତ୍ନୀ…

husband wife joke
Reading Time: < 1 minute

ଭିନ୍ନ ଭିନ୍ନ ଦେଶରେ ପତି ପତ୍ନୀ ରାତିରେ ଶୋଇବା ପୂର୍ବରୁ ପରସ୍ପରକୁ କିପରି ସମ୍ବୋଧିତ କରନ୍ତି……

ଆମେରିକା : ଗୁଡ଼୍ ନାଇଟ୍ ଡାର୍ଲିଂ
ବ୍ରିଟେନ୍ : ସ୍ବିଟ୍ ଡ୍ରିମ୍ସ୍ ଡାର୍ଲିଂ
ଜାପାନ୍ : ଗୁଡ଼୍ ନାଇଟ୍ ମାଇଁ ଲଭ୍
ଫ୍ରାନ୍ସ : ଲଭ୍ ୟୁ ହନି ! ସ୍ବିଟ୍ ଡ୍ରିମ୍ସ୍

ଆଉ….

ଭାରତ : ମେନ୍ ଗେଟ୍ ରେ ତାଲା ପକେଇଲ ?
ସିଲିଣ୍ଡର ଅଫ୍ କରିଛ ?
ଦହି ଫ୍ରିଜ୍ ରେ ରଖିଲ ?
ପାଣି ପମ୍ପ ବନ୍ଦ କଲ ?
ଅଗଣା ଲାଇଟ୍ ଅଫ୍ କରିଛ ?

ତା ହେଲେ ଶୋଇ ପଡ଼ !
😁 😂😂😂😛

 

Motivational Message

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.