Post Views:
277
Reading Time: < 1 minuteଜଣେ ବ୍ୟକ୍ତିଙ୍କର କାରୋନା ରେ ମୃତ୍ୟୁବରଣ ହୋଇଗଲା….
ପରଲୋକରେ ଯାଇ ପ୍ରଭୁ ଙ୍କୁ ପଚାରିଲା “ପ୍ରଭୁ ଆପଣ ମୋତେ କାହିଁକି ବଞ୍ଚାଇବା ପାଇଁ ଆସିଲେନି ମୁଁ କି ପାପ କରିଥିଲି”
ପ୍ରଭୁ ଉତ୍ତର ଦେଲେ “ଆରେ ମୂର୍ଖ କେତେବେଳେ ପ୍ରଧାନମନ୍ତ୍ରୀ ରୂପରେ କେତେବେଳେ ମୁଖ୍ୟମନ୍ତ୍ରୀ ରୂପରେ କେତେବେଳେ ପୋଲିସ୍ ରୂପରେ କେତେବେଳେ ନଗର ନିଗମ କର୍ମଚାରୀ ରୂପରେ ୨୦ ଥର ତତେ କହିଛି କି ଘରେ ରହ ବାହାରକୁ ଆସେନା ବଞ୍ଚିଯିବୁ….
ତୁ କଣ ଅର୍ଜୁନ ଯେ ତତେ ମୁଁ ବିଶ୍ଵରୂପ ଦେଖେଇ ବୁଝେଇ ଥାନ୍ତି?
Corona outbreak Coronavirus Covid19 quotes humor on corona jokes on corona