First Aid for Heart Attack

ହାର୍ଟ ଆଟାକ୍ ଆସିଲେ ନିଜେ କେମିତି ନିଜ ଜୀବନ ବଞ୍ଚାଇ ପାରିବେ

heart attack
Reading Time: < 1 minute

ଅଚାନକ ଆପଣଙ୍କ ଛାତିରେ ପିଡାଦାୟକ ଯନ୍ତ୍ରଣା ଅନୁଭୂତ ହେଲା ଯାହା ହାତ ଗୋଡ ଆପଣଙ୍କ ମସ୍ତିଷ୍କ କୁ ନିସ୍ତେଜ କରିଦେଉଛି । ଆପଣଙ୍କ ଘରଠାରୁ ହସପିଟାଲ ୫କି.ମି ଦୂର । ଆଉ ଦୁର୍ଭାଗ୍ୟବସତଃ ଆପଣଙ୍କୁ ହୃଦବୋଧ ହେଉନାହିଁ ଯେ ଆପଣ ସେତେବାଟ ଯାଏ ପହଞ୍ଚି ପାରିବେ କି ନାହିଁ । ଆପଣ ସି ପି ଆର (CPR: Cardio pulmonary Resuscitation) ରେ ପ୍ରଶିକ୍ଷିତ କିନ୍ତୁ ସେଠାରେ ଏସବୁ ମଧ୍ୟ ଶିଖାଯାଏ ନାହିଁ ଯେ ନିଜ ଉପରେ ଏହି ସମୟରେ କେମିତି ପ୍ରୟୋଗ କରାଯିବ ।

ହୃଦଘାତ ସମୟରେ ବଞ୍ଚିବା ପାଇଁ ଆପଣ ଯଥାଶିଘ୍ର ଏହି ପ୍ରୟୋଗ ଆପଣାନ୍ତୁ : କାହିଁକି ନା ହୃଦଘାତ ସମୟରେ ପ୍ରାୟ ଅଧିକାଂସ ଲୋକ ଏକୁଟିଆ ଥାଆନ୍ତି । ବିନା କାହାର ସହାୟତାରେ ତାଙ୍କୁ ନିଃଶ୍ବାସ ନେବାକୁ ଅସୁବିଧା ହୋଇଥାଏ । ସେ ବେହୋସ ହୋଇଯାଏ ଆଉ ଅତି ବେଶୀରେ ତାଙ୍କ ପାଖରେ ମାତ୍ର ୧୦ ସେକେଣ୍ଡ ସମୟ ଥାଏ । ଏହି ଅବସ୍ଥାରେ ପିଡିତ ବ୍ୟକ୍ତି ଜୋର ଜୋର କାଶିବା କୁ ପ୍ରୟତ୍ନ କରି ନିଜକୁ ସାମାନ୍ୟ ଅବସ୍ଥାକୁ ଆଣିବା କୁ ପ୍ରୟାସ କରିବା ଦରକାର । ଗୋଟିଏ ଅତି ଜୋରର କାଶିବା ଦରକାର ପ୍ରତି କାସ ପୂର୍ବରୁ ଯେମିତି କାଶର ପ୍ରେସର ଏମିତି ହେବା ଦରକାର ଛାତିରୁ କଫ ବା ଛେପ ବାହାରି ଆସୁଥିବ । ଯେତେବେଳ ପର୍ଯ୍ୟନ୍ତ କେହି ସହାୟତା ନକରିଛନ୍ତି ସେ ପର୍ଯ୍ୟନ୍ତ ପ୍ରତି ଦୁଇ ସେକେଣ୍ଡରେ ଦୋହରାଇବା ଦରକାର ଯେ ପର୍ଯ୍ୟନ୍ତ ହୃତକମ୍ପନ ସାମାନ୍ୟ ନ ହୋଇଛି । ଜୋରରେ କାଶିବା ଦ୍ବାରା ହୃତପିଣ୍ଡ ର ସଂକୋଚନ ହୋଇଥାଏ ଯଦ୍ବାରା ରକ୍ତ ସଂଚାଳନ ନିୟମିତ ରୂପରେ ଚାଲିଥାଏ ।

ଯେତେ ସମ୍ଭବ ହେଉଛି ଆପଣ ଏହି ମେସେଜ କୁ ସମସ୍ତଙ୍କ ପାଖରେ ପହଞ୍ଚାନ୍ତୁ , କୌଣସି ଜୋକ୍ ବା ସାୟରୀ ପଠାଇବା ଅପେକ୍ଷା ଏହି ସନ୍ଦେଶ ସମସ୍ତଙ୍କୁ ସେୟାର କରନ୍ତୁ । କିଏ ଜାଣେ ଆପଣଙ୍କ ମେସେଜ ପଢି କାହାର ଜୀବନ ଯଦି ବଞ୍ଚି ଯାଏ !!!

By Alok Samartha

 

💉💊🍎ଆମରି ସ୍ୱାସ୍ଥ୍ୟ🍎💊💉

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x