💐ରକ୍ତଦାନ ର ଉପକାରିତ💐

Blood Donation Benefits
Reading Time: < 1 minute

୧- ରକ୍ତଦାନ କରିବା ଦ୍ୱାରା ଆପଣ ଜଟିଳ ରୋଗ ରୁ ମୁକ୍ତି ମିଳିଥାଏ ।ଯେମିତି ରକ୍ତଚାପ ଓ ମଧୁମେହ ରୋଗ ରେ ଆକ୍ରାନ୍ତ ହେବ ଅଂଶଙ୍କା କମ ଥାଏ

୨ -ରକ୍ତଦାନ କରିବା ଦ୍ୱାରା ଅପଣକୁ କର୍କଟ ରୋଗ ଭଳି ଦୁରା ରୋଗ ହେବ ଅଂଶଙ୍କା କମ ଥାଏ

୩ -ରକ୍ତଦାନ କରିବା ଦ୍ୱାରା ଆପଣଙ୍କର ଏଡସ ,ମଧୁମେହ, ଜଣ୍ଡିସ, ସିଫିଲିସି, ମ୍ୟାଲେରିଆ ପାଞ୍ଚ ପ୍ରକାର ରୋଗ ର ନିୟମିତ ପରୀକ୍ଷା କରା ଯାଏ

୪ -ରକ୍ତଦାନ କରିବା ଦ୍ୱାରା ଅପଙ୍କ ଅସ୍ଥିମଜ୍ଜା ଅଧିକ ସକ୍ରିୟ ଓ କାର୍ଯ୍ୟକ୍ଷମ ହୁଏ

୫- ରକ୍ତଦାନ କରିବା ଦ୍ୱାରା ଆପଣଙ୍କ କୋଲେଷ୍ଟରାଲ ର ପରିମାଣ ନିୟନ୍ତ୍ରଣ ରହିବା ଦ୍ୱାରା ଅପଣକୁ ହୃଦ ରୋଗ ର ଅଂଶଙ୍କା କମ ଥାଏ

୬ -ସର୍ବପରି ଜଣଙ୍କର ଜୀବନ ରକ୍ଷା କରିପାରିଥିବା ରୁ ଅଶେଷ ଆତ୍ମତୃପ୍ତି ଓ ଆନନ୍ଦ ମିଳିଥାଏ।

_ନିୟମିତ ରକ୍ତଦାନ କରନ୍ତୁ ,ଅଧିକା ସୁସ୍ଥ ରୁହନ୍ତୁ , ଅନ୍ୟର ଜୀବନ ବଞ୍ଚେଇବା ରେ ସହାୟକ ହୁଅନ୍ତୁ_
କେଉଁ ମନେ ରକ୍ତଦାନ କରିପାରିବେ

୧ -ବୟସ ୧୮ ରୁ ୬୫ ମଧ୍ୟ ରେ ହୋଇଥିବ

୨- ଓଜନ ୪୫ କିଲୋ ରୁ ଅଧିକ ହୋଇଥିବ

୩ -ରକ୍ତ ରେ ହିମୋଗ୍ଲୋବିନ ର ପରିମାଣ ୧୨.୫ ଗ୍ରା ରୁ କମ ହୋଇନଥିବ

୪- ପଲସ ୬୦ ରୁ ୧୦୦ ମଧ୍ୟ ରେ ଥିବା ଆବଶ୍ୟକ

୫ -ପୁଅ ମନେ ପ୍ରତି ୩ ମାସ ରେ ଥରେ ,ଝିଅ ମାନେ ପ୍ରତି ୪ ମାସ ରେ ଥରେ ରକ୍ତ ଦାନ କରିପାରିବେ

୬ – ମୁଁ, ଆପଣ, ସେମାନେ , ଆମ୍ଭେ ମନେ ସମସ୍ତେ ରକ୍ତଦାନ କରିପାରିବା

 

♥️🩸ରକ୍ତ ଦାନ ଜୀବନ ଦାନ🩸♥️
❤️🩸ରକ୍ତ ଦାତା ଜୀବନ ଦାତା 🩸❤

 

Immunity: Using Ayurveda to boost immunity

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.