ଷ୍ଟେଟ ବ୍ୟାଙ୍କ ଆଣିଲା ନୂଆ ଯୋଜନା, ପ୍ରଥମ ୬ ମାସ ବିନା ଇଏମଆଇରେ ମିଳିବ ଋଣ

Reading Time: < 1 minute Post Views: 742 ଭୂତାଣୁ ଯୋଗୁଁ ଲାଗୁ ହୋଇଥିବା ଲକଡାଉନ୍ ଯୋଗୁଁ ଲୋକଙ୍କ ଆର୍ଥିକ ସମସ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସାଧାରଣ ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆଣିଛି। ଜରୁରୀକାଳୀନ ବ୍ୟକ୍ତିଗତ ଋଣ ପାଇଁ ଏସବିଆଇ ଏକ ସ୍ୱତନ୍ତ୍ର ଅଫର ଦେଉଛି, ଯେଉଁଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କମ୍ ସୁଧ ହାରରେ ଉପଲବ୍ଧ ହେଉଛି | ଏହି ଅଫରର ଏକ ବିଶେଷ ବୈଶିଷ୍ଟ୍ୟ … Continue reading ଷ୍ଟେଟ ବ୍ୟାଙ୍କ ଆଣିଲା ନୂଆ ଯୋଜନା, ପ୍ରଥମ ୬ ମାସ ବିନା ଇଏମଆଇରେ ମିଳିବ ଋଣ