
ସୋନୁଙ୍କୁ ଟ୍ୟାଗ୍ କରି ଜଣେ ୟୁଜର ଲେଖିଛନ୍ତି: ‘ବେଗମ୍ପେଟ୍ ହାଇଦ୍ରାବାଦର ଅନିଲ କୁମାରଙ୍କୁ ଭେଟ।
ସେ ଚାଇନିଜ୍ ନାମ ହଟାଇ ସୋନୁ ସୁଦ ସାର୍ଙ୍କ ନାମ ଏବଂ ଫଟୋ ରଖିଛନ୍ତି। ସେ ମୋତେ କହିଥିଲେ ଯେ, ମୁଁ ଭଗବାନଙ୍କୁ କେବେ ବିଶ୍ୱାସ କରେ ନାହିଁ।
କିନ୍ତୁ ପ୍ରକୃତ ଭଗବାନଙ୍କୁ ଦେଖିଛନ୍ତି। ସେ ହେଉଛନ୍ତି ସୋନୁ ସୁଦ। ୟୁଜରଙ୍କ ଏହି ଟୁଇଟ୍ରେ ସୋନୁ ଲେଖିଛନ୍ତି, କ’ଣ ଏଠାରେ ମୋତେ ଟ୍ରିଟ୍ ମିଳିବ?
ସୋନୁଙ୍କ ଏହି ଟୁଇଟ୍ ଦେଖି ପ୍ରଶଂସକମାନେ ବେଶ୍ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।