general knowledge questions on Railway

Railway ପ୍ରଶ୍ନ ଏବଂ ଉତ୍ତର!

indianrailways
Reading Time: < 1 minute

👉ତିନୋଟି ଗେଜ୍ ଥିବା ରେଳ ଷ୍ଟେସନ୍ ର ନାମ କଣ ଅଟେ ?
❣️ଉତ୍ତର: ସିଲିଗୁରି ରେଳ ଷ୍ଟେସନ ।

👉ଭାରତର ପ୍ରଥମ ଟ୍ରେନ୍ କେବେ ଏବଂ କେଉଁଠାରେ ଚାଲିଥିଲା ।
❣️ଉତ୍ତର: ୧୬ ଏପ୍ରିଲ ୧୮୫୩ରେ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଚାଲିଥିଲା |

👉 IRCTC ର ସମ୍ପୂର୍ଣ୍ଣ ରୂପ କ’ଣ ?
❣️ଉତ୍ତର: ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ |

👉ଭାରତୀୟ ରେଳବାଇରେ କେତେ ଲକ୍ଷ ନିୟମିତ କର୍ମଚାରୀ ନିୟୋଜିତ ଅଛନ୍ତି ?
❣️ଉତ୍ତର: ୧୩.୨୮ଲକ୍ଷ ନିୟମିତ କର୍ମଚାରୀ ନିୟୋଜିତ ଅଛନ୍ତି

👉ଭାରତର ସବୁଠାରୁ ଲମ୍ବା ରେଳ ଟନେଲ୍ ନାମ କଣ ?
❣️ଉତ୍ତର: ପିର ପଞ୍ଜଲ ରେଳ ଟନେଲ

👉ଭାରତର ସବୁଠୁ ବଡ ରେଳ ପ୍ରାଙ୍ଗଣ କେଉଁଠାରେ ଅଛି?
❣️ଉତ୍ତର: ମୁଗଲସରାଇ (ଉତ୍ତରପ୍ରଦେଶ)

👉କେଉଁ ବର୍ଷ ଭାରତୀୟ ରେଳବାଇ ଦ୍ୱାରା ରେଳ ବ୍ୟବହାରକାରୀଙ୍କ ବର୍ଷ ଭାବରେ ଘୋଷିତ ହେଲା ?
❣️ଉତ୍ତର: ୧୯୯୫ ମସିହା

👉ଜୀନ୍ ରେଖା ଏକ୍ସପ୍ରେସ କେବେ ଆରମ୍ଭ ହୋଇଥିଲା ?
❣️ଉତ୍ତର: ୧୯୯୧ ରେ

👉ଭାରତରେ ପ୍ରଥମ ରେଳ ସମୟ ନିର୍ଘଣ୍ଟ କିଏ ତିଆରି କରିଥିଲେ ?
❣️ଉତ୍ତର: ଜର୍ଜ ବ୍ରାଡଶା

 

ଅନଲାଇନ ପାଠପଢ଼ାର ବିକଳ ଚିତ୍ର: ରାତି ପାହିଲେ ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x