
👉ତିନୋଟି ଗେଜ୍ ଥିବା ରେଳ ଷ୍ଟେସନ୍ ର ନାମ କଣ ଅଟେ ?
❣️ଉତ୍ତର: ସିଲିଗୁରି ରେଳ ଷ୍ଟେସନ ।
👉ଭାରତର ପ୍ରଥମ ଟ୍ରେନ୍ କେବେ ଏବଂ କେଉଁଠାରେ ଚାଲିଥିଲା ।
❣️ଉତ୍ତର: ୧୬ ଏପ୍ରିଲ ୧୮୫୩ରେ ମୁମ୍ବାଇରୁ ଥାନେ ପର୍ଯ୍ୟନ୍ତ ଚାଲିଥିଲା |
👉 IRCTC ର ସମ୍ପୂର୍ଣ୍ଣ ରୂପ କ’ଣ ?
❣️ଉତ୍ତର: ଭାରତୀୟ ରେଳ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ |
👉ଭାରତୀୟ ରେଳବାଇରେ କେତେ ଲକ୍ଷ ନିୟମିତ କର୍ମଚାରୀ ନିୟୋଜିତ ଅଛନ୍ତି ?
❣️ଉତ୍ତର: ୧୩.୨୮ଲକ୍ଷ ନିୟମିତ କର୍ମଚାରୀ ନିୟୋଜିତ ଅଛନ୍ତି
👉ଭାରତର ସବୁଠାରୁ ଲମ୍ବା ରେଳ ଟନେଲ୍ ନାମ କଣ ?
❣️ଉତ୍ତର: ପିର ପଞ୍ଜଲ ରେଳ ଟନେଲ
👉ଭାରତର ସବୁଠୁ ବଡ ରେଳ ପ୍ରାଙ୍ଗଣ କେଉଁଠାରେ ଅଛି?
❣️ଉତ୍ତର: ମୁଗଲସରାଇ (ଉତ୍ତରପ୍ରଦେଶ)
👉କେଉଁ ବର୍ଷ ଭାରତୀୟ ରେଳବାଇ ଦ୍ୱାରା ରେଳ ବ୍ୟବହାରକାରୀଙ୍କ ବର୍ଷ ଭାବରେ ଘୋଷିତ ହେଲା ?
❣️ଉତ୍ତର: ୧୯୯୫ ମସିହା
👉ଜୀନ୍ ରେଖା ଏକ୍ସପ୍ରେସ କେବେ ଆରମ୍ଭ ହୋଇଥିଲା ?
❣️ଉତ୍ତର: ୧୯୯୧ ରେ
👉ଭାରତରେ ପ୍ରଥମ ରେଳ ସମୟ ନିର୍ଘଣ୍ଟ କିଏ ତିଆରି କରିଥିଲେ ?
❣️ଉତ୍ତର: ଜର୍ଜ ବ୍ରାଡଶା
ଅନଲାଇନ ପାଠପଢ଼ାର ବିକଳ ଚିତ୍ର: ରାତି ପାହିଲେ ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ