
➡️ ପୁରୁଷ ଅଧିକ ପରିଶ୍ରମ କଲେ, ସଂଭୋଗ କଲେ, ଘୋଡାକୁ ବାନ୍ଧିକରି ରଖିଲେ ବାର୍ଦ୍ଧକ୍ୟ ଆସିଯାଏ ।
➡️ ପୋଷାକକୁ ଖରାରେ ଅଧିକ ସମୟ ଶୁଖାଇଲେ ତାର ଉଜ୍ଜ୍ୱଳତା ନଷ୍ଟ ହୋଇଯାଏ ।
➡️ ବିଦ୍ୱାନ, ବୁଦ୍ଧିଜୀବି ଭଲ ଭାଷଣ ଦେଇପାରନ୍ତି ନାହିଁ ।
➡️ ଯେ ପ୍ରତ୍ୟେକ କଥାକୁ ସିଧାସଳଖ ସାମନା ସାମନି କହିଦିଏ ସେ କପଟୀ, ମତଲବୀ ହୋଇନପାରେ ।
➡️ ମୂର୍ଖ ବିଦ୍ବାନ ଠାରୁ ଦୂରେଇ ରହିବା ଉଚିତ୍ । ତାଠାରୁ ଜ୍ଞାନର ଆଶା କରିବା ବୃଥା ।
➡️ ଧନୀ ଆଗରେ ଗରିବ ନଗଣ୍ୟ ।ଗରିବ ହେଲେବି ନିଜର ମହତ୍ୱ ବଜାୟ ରଖିବା ଉଚିତ୍ ।
➡️ ଅବିବେକୀ ଧନୀ ସହ ସମ୍ପର୍କ ରଖିବା ବୋକାମୀ ।
➡️ ବିଧବା କେବେ ସୋହାଗିନୀକୁ ଦେଖି ସହିପାରେ ନାହିଁ ।
➡️ ବିଳାସୀଠାରୁ ବିଦ୍ୟା ଆପେ ଦୂରେଇଯାଏ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️