
ଆତ୍ମହତ୍ୟା ଧମକ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର କିଛି ସାମ୍ବାଦିକ ନିଜକୁ ବହୁତ ମହାନ୍ ଭାବୁଛନ୍ତି ସତେ ଯେମିତି ସେମାନେ ହିଁ ସର୍ବେ ସର୍ବା ।
ଆମର ବି ସମୟ ଆସିବ ଉଚିତ ଜବାବ ମିଳିବ । ଅପେକ୍ଷା ସେ ସମୟକୁ । ପ୍ରସାଦ ବାହିନୀପତି । ସରକାର ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବିଧାନସଭାରେ ବାଚସ୍ପତିଙ୍କ ଆଗରେ ବେକ କାଟି ଆତ୍ମହତ୍ୟା କରିବେ ବୋଲି ସେ ଆଜି ଧମକ ଦେଇଛନ୍ତି!!
ଅନଲାଇନ ପାଠପଢ଼ାର ବିକଳ ଚିତ୍ର: ରାତି ପାହିଲେ ଜୀବନକୁ ବାଜି ଲଗାଇ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ