
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️ଘରର ସିଡି ଭିତରକୁ ପଶିବାର ଡାହାଣପଟେ ରହିଲେ ଏହା ଘରର ଶାନ୍ତି ସୁଖ ଦେଇଥାଏ ।
➡️ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ ।
➡️ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ ।ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁ ନ ଥିବା ସ୍ଥାନରେ ରଖନ୍ତୁ ।
➡️ଅବସ୍ଥା ତ ସମସ୍ତେ ପଚାରିଥାଆନ୍ତି,କିନ୍ତୁ ବ୍ଯବସ୍ଥା କେବଳ ମାଆ ବାପା ହିଁ କରିଥାଆନ୍ତି ।
➡️ଗରିବ ହେଉ ବା ଧନୀ — ଅପମାନର ଯନ୍ତ୍ରଣା ଟା ସମସ୍ତଙ୍କୁ ସମାନ ହିଁ ଲାଗିଥାଏ — କାହାକୁ କେବେ କଷ୍ଟ ଦିଅନ୍ତୁ ନାହିଁ କି କାହାକୁ କେବେ ଅପମାନିତ କରନ୍ତୁ ନାହିଁ ।
➡️ଜୀବନରେ ଦୁଃଖ କଷ୍ଟ ଆସିବା Part of Life ଅଟେ… ଆଉ ସେଥିରୁ ହସିକି ବାହାରି ଆସିବା Art of Life ଅଟେ…
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻