
➡️ଜୀବନରେ ସବୁବେଳେ ଛୋଟ ଛୋଟ ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ, କାହିଁକି ନା ମନୁଷ୍ୟ ପାହାଡ଼ ଠାରୁ ନୁହେଁ, ବରଂ ପଥର ଠାରୁ ହିଁ ଝୁଣ୍ଟିଥାଏ ।
➡️ଅସମୟରେ ଶହାନଭୂତି ଦେଉଥୁବା ଲୋକଟି ନୁହେଁ ଅସମୟରେ ଆପଣଙ୍କ ସାଥିରେ ରହିଥିବା ଲୋକଟିକୁ ହଁ ଜୀବନର ପ୍ରକୃତ ସାଥି ବୋଲି କୁହାଯାଏ ।
➡️ଭଲ ପାଇଁ ଭଲ ରହିବା ଠିକ୍ କିନ୍ତୁ ଖରାପ ପାଇଁ କଦାପି ଖରାପ ହୁଅନ୍ତୁନି… କାରଣ ଆପଣ ପାଣିରେ ରକ୍ତକୁ ସଫା କରିପାରିବେ ରକ୍ତରେ..ରକ୍ତକୁ ନୁହେଁ…।
➡️ଅନେକ ଲୋକ ପରକୁ ବିପଦରେ ପକାଇ, ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ମନାଇ ଥାନ୍ତି। ସେ ଖୁସି ଯେ ଅଳ୍ପ ଦିନର, ସେମାନେ ଜାଣି ନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ସେ ନିଜେ ପଡିବେ ବୋଲି। କାରଣ ଉପରବାଲା ସବୁ ଦେଖୁଛି। ଯିଏ ସତ ପଥରେ ଗତିକରେ ଭଗବାନ ତା ସାଥିରେ ଥାନ୍ତି।
➡️ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି, କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଳନ୍ତି ।*
➡️ମୁଁ ଚୁପ ରହିଛି ତା ମାନେ ନୁହେଁ ମୁଁ ଦୋଷ କରିଛି, ବେଳେବେଳେ Silence ବି Best Answer ହୋଇଥାଏ…. କେବଳ Timeକୁ ଅପେକ୍ଷା କରିଛି ।*
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻