
🌻☘️🌹” ଜୀବନ ଦର୍ଶନ “🌹☘️🌻
ତାରିଖ : ୨୦/୦୨/୨୦୨୧,ଶନିବାର
🌹➡️ପ୍ରାର୍ଥନାଦ୍ୱାରା ସମସ୍ୟାର ସମାଧାନ ହୁଏନାହିଁ।ସମସ୍ୟାସହ ଲଢିବାର ଶକ୍ତି ମିଳିଥାଏ।ପ୍ରାର୍ଥନା ହେଲା ଭଗବାନଙ୍କ ଉପରେ ଥିବା ଆମର ଆସ୍ଥା ଓ…
ବିଶ୍ୱାସ।ଯାହାଦ୍ୱାରା କଠିଣରୁ କଠିଣ ପରିସ୍ଥିତିର ମୁକାବିଲା କରିବାପାଇଁ ଆମେ ଶକ୍ତି ସଞ୍ଚୟ କରିଥାଉ।ପ୍ରାର୍ଥନା ଆମକୁ ସେହି ଅଦୃଶ୍ୟ ଶକ୍ତିର ଅନୁଭବ କରାଇଥାଏ।ଯେଉଁ ଭଗବଦ୍ ସତ୍ତାଦ୍ୱାରା ଏହି ସୃଷ୍ଟି ଚାଲୁଛି।⬅️🌹
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹