☘️🌸🙏ଚାଣକ୍ୟ ବାଣୀ🙏🌸☘️🌹ତାରିଖ : ୧୫-୧୨-୨୦୨୦🌹

chanakya-niti-dhana in Odia
Reading Time: < 1 minute

➡️ ଚୋର ସର୍ବଦା ଚୋରି କରି ଧରା ନପଡିବାକୁ ଚେଷ୍ଟା କରିଥାଏ ।

➡️ ଭୋଗବିଳାସୀ କାମୁକ ସର୍ବଦା ସୁନ୍ଦରୀ ସ୍ତ୍ରୀ ଦେଖିଲେ ପାଗଳ ହୋଇଥାଏ । ତାପଛରେ ଗୋଡାଇ ସର୍ବସ୍ୱ ହରାଇଥାଏ ।

➡️ ବିବେକୀ, ଜ୍ଞାନୀ, ବୁଦ୍ଧିମାନ ପାଇଁ ସୁନ୍ଦରୀ ନାରୀର ଆକର୍ଷଣ ଅପେକ୍ଷା ସତ୍ କର୍ମ ହିଁ ବଡ ।

➡️ ଆଖିଠାରୁ ମୂଲ୍ୟବାନ ଅଙ୍ଗ କିଛି ନାହିଁ । ଆଖି ଥାଇ ଅନ୍ଧ ହେବା ଅର୍ଥ ନିଜକୁ ନିଜେ ବିନାଶ କରିବା ।

➡️ ଭୋଜନ ଠାରୁ ଅଧିକ ପ୍ରିୟ କିଛି ନାହିଁ । ପେଟ ପୂରିଲେ ସବୁ ନାଟ ବାହାରେ ।

➡️ ନିର୍ଦ୍ଧନ ସର୍ବଦା ଧନୀ ହେବାର ଲାଳସାରେ ମଗ୍ନ ଥାଏ ।

➡️ ଏମିତି ପ୍ରାଣୀ କେହି ନାହିଁ ଯାହାର କିଛି ଇଚ୍ଛା ନାହିଁ । ସମସ୍ତେ କିଛିନା କିଛି ପାଇବାକୁ ଲାଳାୟିତ ।

“ମଣିଷଙ୍କ ଭିତରେ ନାପିତ,
ପକ୍ଷୀଙ୍କ ମଧ୍ୟରେ କୂଆ,
ପଶୁଙ୍କ ଭିତରେ ଶୃଗାଳ,
ନାରୀଙ୍କ ମଧ୍ୟରେ ମାଲୁଣୀ”

ଏମାନେ ଆବଶ୍ୟକତାଠାରୁ ଅଧିକ ହୋସିଆର ଏବଂ ଚତୁର । ଏମାନଙ୍କ ପାଇଁ ସଚେତନ ରହିବା ଆବଶ୍ୟକ ।

☘️🌸🙏ଜୟ ଜଗନ୍ନାଥ 🙏🌸☘️

 

ଚାଣକ୍ୟ ବଚନ: ଅର୍ଥନୈତିକ ଅବସ୍ଥା ବିଷୟରେ ଅନ୍ୟକୁ ଜନାନ୍ତୁନି

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.