🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ଅଜ୍ଞତାରୁ ଜାତ ସଂଶୟ…

Gita Updesh
Reading Time: < 1 minute

➡️”ତେଣୁ ତୁମ ଅଜ୍ଞତାରୁ ଜାତ ସଂଶୟକୁ ହୃଦୟସ୍ତ ଜ୍ଞନ ରୂପକ ଖଡ୍ଗଦ୍ୱାରା ଛିନ୍ନକରି ଯୋଗ ଆଶ୍ରୟକରି ହେ ଅର୍ଜୁନ ଏବେ ଉଠ |”

➡️”ଯୋଗ(ସମତା)ଦ୍ୱାରା ଯେ କର୍ମରୁ ସନ୍ୟାସ ବା ସମ୍ପର୍କ ଚିନ୍ନ କରିଛି , ଯେ ଜ୍ଞାନଲାଭକରି ସକଳ ସଂଶୟ ଛିନ୍ନ କରିପାରିଛି ଓ ଯେ ଆତ୍ମ ସ୍ୱରୂପ ପରାୟଣ ତାଙ୍କୁ କର୍ମ ବାନ୍ଧିପାରେନାହିଁ |”

➡️”ଯେଉଁମାନେ ଅଜ୍ଞ,ଅଶ୍ରଦ୍ଧ ଓ ଅବିଶ୍ୱାସୀ ସେମାନେ ନାଶଯାନ୍ତି ଓ ଇହଲୋକ ଓ ପରଲୋକରେ କେବେହେଲେ ସୁଖଶାନ୍ତି ମିଳେନାହିଁ |”

➡️”ଆତ୍ମଜ୍ଞାନ ପରି ପବିତ୍ରକାରକ ଏ ଜଗତରେ ଆଉ କିଛି ନାହିଁ ।ସେହି ଜ୍ଞାନ ସ୍ୱୟଂ ଯୋଗସିଦ୍ଧ ଅବଶ୍ୟ ନିଜ ଅନ୍ତର ମଧ୍ୟରେ ଅନୁଭବ କରିପାରିବ |”

➡️”ଶ୍ରଦ୍ଧାବାନ , ସାଧନା ପରାୟଣ ଓ ଯିଏ ଇନ୍ଦ୍ରିୟମାନଙ୍କୁ ସଂଯତକରି ରଖିଥାନ୍ତି, ସେମାନେ ଏ ଜ୍ଞାନ ଳାଭ କରିପାରିବେ, ପୁଣି ଜ୍ଞାନ ଲାଭକରିସାରିଲେ ଜୀବ ପରମ ଶାନ୍ତି ପାଇବେ |”

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ଜ୍ଞାନ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.