
🌹➡️ସାଂସାରିକ ପୁଣ୍ଯତ ପାପ ଅପେକ୍ଷା ଶ୍ରେଷ୍ଠ, କିନ୍ତୁ ଭଗବାନଙ୍କ ସମ୍ବନ୍ଧରୁ ହେଉଥିବା ପୁଣ୍ୟ ଅତୀବ ବିଲକ୍ଷଣ, ସାଂସାରିକ ପୁଣ୍ୟ ମନୁଷ୍ଯକୁ ଭଗବାନଙ୍କ ସହିତ ସଂଯୁକ୍ତ କରେ ନାହିଁ,
କିନ୍ତୁ ଭଗବତ୍ ସମ୍ବନ୍ଧୀୟ ପୁଣ୍ୟ ମନୁଷ୍ଯକୁ ଭଗବାନଙ୍କ ସହ ସଂଯୁକ୍ତ କରେ, ଏହି ପୁଣ୍ୟ ଫଳ ପ୍ରଦାନ କରି ନଷ୍ଟ ହୋଇଯାଏ ନାହିଁ, ସାଂସାରିକ କାମନା ଗୁଡିକୁ ପରିତ୍ଯାଗ କରିବା ଓ ଭଗବତ୍ ଅଭିମୁଖୀ ହେବା ଦୁଇଟି ଯାକ ଭଗବତ୍ ସମ୍ବନ୍ଧୀୟ ପୁଣ୍ୟ ଅଟେ।⬅️🌹
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹