
ବହୁତ ବର୍ଷର ଜନ୍ମ ଏବଂ ମୃତ୍ୟୁ ପରେ ,ସେ ହିଁ ବାସ୍ତବ ଗ୍ୟାନର ଅଧିକାରୀ ହୋଇ ମୋ ନିକଟରେ ଆତ୍ମସମର୍ପଣ କରିଥାନ୍ତି,ସବୁ କାରଣ ର କାରଣ ଭାବେ ମୋତେ ଜାଣିଥାନ୍ତି। ସେହିପରି ମହାନ୍ ଆତ୍ମା ବହୁତ ବିରଳ ଅଛନ୍ତି।
ତାତ୍ପର୍ଯ୍ୟ-
ଜୀବନ୍ତ ସତ୍ତା, ଯେତେବେଳେ ଧାର୍ମିକ ସେବା ବା ଅନୁଭୂତି ସୀମା ବାହାର ର ସେବା ବିଧିବିଧାନ ଅନୁଯାୟୀ ନିର୍ବାହ କରୁଥାଏ ,ଯୁଗ ଯୁଗ ର ଜନ୍ମ ପରେ,ବାସ୍ତବରେ ଅନୁଭୂତି ସୀମା ବାହାର ର ବିଶୁଦ୍ଧ ଗ୍ୟାନ ଭିତରେ ଅବସ୍ଥିତ ହେବ,ସେହି ଈଶ୍ବର ତତ୍ତ୍ୱର ସର୍ବଚ୍ଚ ବ୍ୟକ୍ତିତ୍ବ ହେଉଛନ୍ତି ଆଧ୍ୟାତ୍ମିକ ପରିଣତି ର ଚରମ ଲକ୍ଷ୍ୟ । ଆରମ୍ଭରେ ଆଧ୍ୟାତ୍ମିକତା ର ବାସ୍ତବ ପରିଣତି, ଯେତେବେଳେ ଜଣେ ଚେଷ୍ଟାକରୁଛନ୍ତି ନିଜର ଭୌତିକବାଦ ର ଆସକ୍ତ କୁ ପରିତ୍ୟାଗ କରିବାକୁ, ସେଠାରେ ଅବ୍ୟକ୍ତିକ ଆଡ଼କୁ କିଛି ଶିକ୍ଷଣ ଥାଏ, କିନ୍ତୁ ଯେତେବେଳେ ଜଣେ ଅଧିକତର ଆଗୁଆ ହୋଇଥାଏ, ସେ ତାହା ବୁଝି ପାରିବ ଆଧ୍ୟାତ୍ମିକ ଜୀବନ ର କାର୍ଯ୍ୟକଳାପ ଅଛି ଏବଂ ସେହି କ୍ରିୟାକଳାପ ଗୁଡିକ ଧାର୍ମିକ ସେବା ର ଅବସ୍ଥାପିତ କରିଥାନ୍ତି।
ଏହାକୁ ବୁଝି, ସେ ଈଶ୍ୱରତ୍ତ୍ବ ର ସର୍ବୋଚ୍ଚ ବ୍ୟକ୍ତିତ୍ବ ପ୍ରତି ଆସକ୍ତ ହୋଇଥାଏ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଥାଏ,ଏହିପରି ସମୟରେ ଜଣେ ବୁଝିପାରିବ,ସେହି ପ୍ରଭୁ ଶ୍ରୀକୃଷ୍ଣ ଙ୍କର କୃପା ହେଉଛି ସବୁକିଛି, ସେ ହେଉଛନ୍ତି ସବୁ ଘଟଣାର କାରଣ,ଏବଂ ଏହି ଭୌତିକ କାର୍ଯ୍ୟ ପ୍ରକିୟା ତାଙ୍କ ଠାରୁ ସ୍ବାଧୀନ ନୁହେଁ। ସେ ଭୌତିକ ଦୁନିଆକୁ ଶୁଦ୍ଧ ପ୍ରତିଫଳନ ସହ ଆଧ୍ୟାତ୍ମିକତା ର ରଗ୍ଗିନ ଚିତ୍ର ହିଁ ରିଲିଜ୍ କରିଥାନ୍ତି ଏବଂ ତାହା ରିଲିଜ୍ କରିଥାଏ ସବୁକିଛି ସମ୍ପର୍କର ଭିତରେ ପରମେଶ୍ବର ପରତ୍ମା ଶ୍ରୀକୃଷ୍ଣ ଅବସ୍ଥାନ କରିଥାନ୍ତି। ଏହିପରି ଭାବେ ସେ ବାସୁଦେବ ଓ ଶ୍ରୀକୃଷ୍ଣ ଙ୍କୁ ସବୁକିଛି ସମ୍ପର୍କ ଭିତରେ ଭାବିଥାନ୍ତି। ଏହି ପରି ବାସୁଦେବ ଙ୍କ ବ୍ୟାପକ ଦୃଷ୍ଟି କୋଣ ରୁ ଦେଖିବାକୁ ଗଲେ ଜଣେ ଶ୍ରୀଘ୍ର ଭାବେ ପରତ୍ମା ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଆତ୍ମସମର୍ପଣ କରି ଉଚ୍ଚତମ ଲଖ୍ୟ ଭାବେ ପ୍ରାପ୍ତ କରିଥାଏ।ଏହି ପରି ଭାବେ ଆତ୍ମସମପଣ କରୁଥିବା ମହାନ୍ ଆତ୍ମା ବହୁତ ବିରଳ।
☘️🌸🙏ଜୟ ଜଗନ୍ନାଥ🙏🌸☘️