spiritual thoughts for the day on the Other side

🌹☘️🙏🏻”ଗୀତା ଉପଦେଶ”🙏🏻☘️🌹ଅଜ୍ଞଲୋକ…

DeepTHought
Reading Time: < 1 minute

➡️”ଅଜ୍ଞଲୋକ ହିଁ ସାଙ୍ଖ୍ୟଯୋଗ ଓ କର୍ମଯୋଗକୁ ଭିନ୍ନ ଭିନ୍ନ ଫଳଦାୟୀ ବୋଲି କହନ୍ତି ମାତ୍ର ପଣ୍ଡୀତ ଲୋକ କହନ୍ତି ନାହିଁ । ଏ ଦୁଇଟି ମଧ୍ୟରୁ କେବଳ ଗୋଟିକରେ ସମ୍ୟକରୁପେ ସ୍ଥିତ ହୋଇଗଲେ ମନୁଷ୍ୟ ଉଭୟରେ ଫଳସ୍ୱରୂପ ପରମାତ୍ମା ପ୍ରାପ୍ତ ହୋଇଥାନ୍ତି ।”

➡️”ହେ ମହାବାହୁ ଅର୍ଜୁନ, ଯାହାର ମନରେ ଅନ୍ୟପ୍ରତି ଦ୍ୱେଷ ନ ଥାଏ କି କୌଣସି କାମନା ନଥାଏ ସେମାନେ ନିତ୍ୟ ସନ୍ୟାସି ଓ ସେମାନଙ୍କ ମନରେ କୌଣସୀ ଦ୍ୱନ୍ଦ୍ୱଭାବ ନଥିବାରୁ ସେମାନେ ସୁଖ ପୂର୍ବକ ସଂସାର ବନ୍ଧନରୁ ମୁକ୍ତ ହୋଇଯାନ୍ତି ।”

➡️”କର୍ମସନ୍ୟାସ ଓ କର୍ମଯୋଗ ଉଭୟ ମୁକ୍ତି ପ୍ରଦାୟକ ମାତ୍ର ଏ ଦୁହିଙ୍କ ମଧ୍ୟରେ କର୍ମସନ୍ନ୍ୟାସ ଠାରୁ କର୍ମଯୋଗ ଶ୍ରେଷ୍ଠତର ।”

➡️”ହେ କୃଷ୍ଣ ଆପଣ କର୍ମସନ୍ୟାସ ବା ସମ୍ପୂର୍ଣ୍ଣ କର୍ମତ୍ୟାଗ ର ପ୍ରଶଂସା କରୁଛନ୍ତି ପୁଣି କର୍ମଯୋଗର ମଧ୍ୟ ପ୍ରଶଂସା କରୁଛନ୍ତି । ତେଣୁ ଏ ଦୁହିଙ୍କ ମଧ୍ୟରେ କେଉଁ ଗୋଟିକ ନିଶ୍ଚିତରେ ଶ୍ରେୟ ତାହା ମତେ କହନ୍ତୁ ।”

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ଆତ୍ମଜ୍ଞାନ ଉଦୟ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x