
🌹➡️ହୃଦୟର ସହ ସାଧନାରେ ବ୍ଯାପୃତ ମନୁଷ୍ଯର ଇହ ଜନ୍ମରେ ପତନ ହୁଏ ନାହିଁ, ତାତ୍ପର୍ଯ୍ୟ ହେଲା, ତାହାର ଯୋଗରେ ଯେତିକି ସ୍ଥିତି ହୋଇ ସାରିଛି, ସେଥିରୁ ସେ କେବେ ହେଲେ ତଳକୁ ଖସେ ନାହିଁ,
ତାହାର ସାଧନ ସାମଗ୍ରୀ ନଷ୍ଟ ହୁଏ ନାହିଁ କି ପରମାର୍ଥିକ ଉଦ୍ଦେଶ୍ଯ ବଦଳେ ନାହିଁ, ଯେପରି ସେ ଅନାଦି କାଳରୁ ଜନ୍ମ ମୃତ୍ୟୁ ପାଇ ଆସୁଥିଲା, ସେହି ପରି ଆଗକୁ ତାହାର ଜନ୍ମ ମୃତ୍ୟୁ ହେଉ ଥାଉ ପଛେ, ଏହା ତାହାର ପତନ ନୁହେଁ।⬅️🌹
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹