Religious quote on Devine

ଜୀବନ ଦର୍ଶନ: ସବୁ ପ୍ରାଣୀଙ୍କ ଠାରେ ଏକ ପରମାତ୍ମା ହିଁ ଅଛନ୍ତି!!

Bhagavat Bani Mrityu
Reading Time: < 1 minute

🌹➡️ଭଗବାନ କେବଳ ପ୍ରାଣୀ ମାନଙ୍କ ଠାରେ ସ୍ଥିତ ନୁହଁନ୍ତି, ବରଂ ସଂସାରର ପ୍ରତିଟି ଅଣୁ ପରମାଣୁରେ ପରି ପୂର୍ଣ୍ଣ ରୂପେ ସ୍ଥିତ ଅଟନ୍ତି, ଯେପରି ସ୍ବର୍ଣ୍ଣ ଅଳଙ୍କାର ସୁନାର ତିଆରି ହୁଏ,

ସୁନାର ହିଁ ସ୍ଥିତ ରହେ ଓ ସୁନାର ହିଁ ବିଲୀନ ହୋଇ ଯାଏ, କେବଳ ଲୋକ ମାନଙ୍କ ଦୃଷ୍ଟିରେ ଅଳଙ୍କାର ଗୁଡିକର ଭିନ୍ନ ସତ୍ତା ପ୍ରତୀତ ହେଉଥିବାରୁ ସେମାନଙ୍କୁ ବୁଝାଇବା ପାଇଁ ଆଭୁଷଣରେ କେବଳ ସୁନା ଅଛି ବୋଲି କୁହାଯାଏ, ସେହିପରି ହିଁ ଥାଆନ୍ତି,

ମାତ୍ର ଲୋକ ମାନଙ୍କ ଦୃଷ୍ଟିରେ ପ୍ରାଣୀ ଓ ପଦାର୍ଥର ଭିନ୍ନ ସତ୍ତା ପ୍ରତୀତ ହେଉଥିବାରୁ ସେମାନଙ୍କୁ ବୁଝାଇବା ପାଇଁ କୁହାଯାଏ, ଯେ ସବୁ ପ୍ରାଣୀଙ୍କ ଠାରେ ଏକ ପରମାତ୍ମା ହିଁ ଅଛନ୍ତି, ଆଉ କେହି ନାହାଁନ୍ତି।⬅️🌹

🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹

 

🌻☘️🌹” ଜୀବନ ଦର୍ଶନ “🌹☘️🌻ସାଂସାରିକ ପୁଣ୍ଯତ ପାପ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x