
➡️ ଅନୁଗତ ପୁତ୍ର ହିଁ ପିତାମାତାଙ୍କର ଆଜ୍ଞା ପାଳନ କରେ ।
➡️ ଯିଏ ନିଜ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରେ ସେ ଉତ୍ତମ ପିତା ହୋଇପାରେ ।
➡️ ଯିଏ କେବେ ବିଶ୍ୱାସ ଘାତକତା ନକରେ ସେ ପ୍ରକୃତ ବନ୍ଧୁ ।
➡️ ସବୁ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ । ସବୁ ଗଛ ଚନ୍ଦନ ଗଛ ନୁହଁନ୍ତି ।
➡️ ସାପ କେବଳ ଥରେ ଦଂଶନ କରିଥାଏ ଯେତେବେଳେ ସେ ସୁଯୋଗ ପାଇଯାଏ । ଦୁଷ୍ଟ ବ୍ୟକ୍ତି ସର୍ବଦା ଦଂଶନ କରି ଚାଲିଥାଏ ।
➡️ ଯିଏ ଖରାପ ଲୋକ, ଖରାପ ପରିବେଶରେ ବଢିଥାଏ ସେ କେବଳ ଅନ୍ୟର ଖରାପହିଁ କରିଥାଏ ।
➡️ ସାପଠାରୁ ଦୁଷ୍ଟ ପ୍ରକୃତିର ଲୋକ ଅଧିକ ବିପଦଜନକ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️